Odia News Portal

ଗନ୍ଧମାର୍ଦନ ପାହାଡ଼ ସୁରକ୍ଷା କର୍ମୀ, ଓ ନକ୍ସଲ ମୁହାଁ ମୁହିଁ

ଗୁଳିବିନିମୟ ରେ ଦୁଇ ଜଣ କ୍ୟାଡର ମାଓବାଦୀ ଙ୍କ ଜୀବନ ଯାଇଥିବା ବେଳେ ଏପର୍ଯ୍ୟନ୍ତ ଚାଲିଛି କୁମ୍ବିଙ୍ଗ ଅପରେସନ । ସୂଚନା ଯୋଗ୍ୟ ଯେ ବଲାଙ୍ଗିର ବରଗଡ ମହାଶମୁନ୍ଦ ଡିଭିଜନ ର କ୍ୟାଡର ମାଓବାଦୀ ଓ ସର୍ଚ୍ଚ ଅପରେସନ ରେ ଯାଇଥିବା ଏସ. ଓ ଜି ଓ ଡି. ଭି. ଏଫ ର ମିଳିତ ଅପରେସନ ବେଳେ ମୁହାଁ ମୁହିଁ ହୋଇଥିଲା ଓ ଗୁଳିବିନିମୟ ବେଳେ ଦୁଇ ଜଣ ନକ୍ସଲ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁରକ୍ଷା କର୍ମୀ ମାନେ ଦୁଇ ନକ୍ସଲ ଙ୍କ ମୃତଦେହ କୁ ଜବତ କରିଥିବା ଜଣାପଡୁଛି ।