Odia News Portal

ମୃତ୍ୟୁ ଭୟ ନାହିଁ, ଦେଖନ୍ତୁ ଏହି ଭିଡିଓ

ଭୁବନେଶ୍ବର () : ଆଖି ଆଗରେ ମୃତ୍ୟୁ … ମୁଣ୍ଡ ଉପରେ ଦେଇ ଢାଏ ଢାଏ ଗୁଳି ଯାଉଛି … ସାଙ୍ଗରେ 6-7ଜଣ ଜବାନ … ଚାରିପଟୁ ଘେରି ରହିଛନ୍ତି ମାଓବାଦୀ … ତଥାପି କାହିଁକି କେଜାଣି ଭୟ ଲାଗୁନି … ଏହା ହେଉଛି ଗତକାଲି ମାଓବାଦୀଙ୍କ ଗୁଳିରେ ନିହତ ଓଡିଆ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ସାମ୍ବାଦିକ ସାଥୀ । ଏହି ସାମ୍ବାଦିକ ବନ୍ଧୁଙ୍କ ନାଁ କଣ ତାହା ଜଣାପଡିନି । ତେବେ ତାଙ୍କ ସାହସ ଓ ଧୈର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟ । ଶୁଣନ୍ତୁ କଣ କହୁଛନ୍ତି ଏହି ସାମ୍ବାଦିକ ବନ୍ଧୁ ଜଣକ  ।…