Odia News Portal

ଓଭରଡୋଜ୍ ଟିକା ନେଇ ଶିଶୁର ମୃତ୍ୟୁ

ଓଭରଡୋଜ୍ ଟିକା ନେଇ ଶିଶୁର ମୃତ୍ୟୁ ଅଭିଯୋଗ । ଏନେଇ ରାମପୁର ଥାନାରେ ଏତଲା ଦେଲେ ମୃତ ଶିଶୁପୁତ୍ରର ବାପା । ଅଙ୍ଗନବାଡିକୁ ଟିକା ଦେବା ପାଇଁ ନେଇଥିଲେ,ଏଏନଏମ୍ ଟିକା ଦେଇଥିଲେ । ତେବେ ଏକାସାଙ୍ଗରେ ୪ଟି ଟିକା ଦେବାରୁ ଛୁଆଟି ଅସୁସ୍ଥ ହୋଇପଡିଥିଲା । ଶିଶୁଟିକୁ ଗୁରୁତର ଅବସ୍ଥାରେ ବୁର୍ଲା ନିଆଯାଇଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଓଭରଡୋଜ ଟିକା ପାଇଁ ପୁଆ ମୃତ୍ୟୁ ହୋଇଥିବା ଏତଲା କଲେ ବାପା ।