Odia News Portal

ପଦ୍ମପୁର ଉପନିର୍ବାଚନ:ବିଜେପିର ୪୦ ଜଣ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା

ଆଗକୁ ଅଛି ପଦ୍ମପୁର ଉପନିର୍ବାଚନ। ନାମାଙ୍କନ ପ୍ରକିୟା ସରିବା ପରେ ଆଜି ଠାରୁ ଆରମ୍ଭ ହୋଇ ଯାଇଛି ପ୍ରଚାର । ବିଜେପି ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ସୂର୍ଯ୍ୟବଂଶୀ ବିଜେପିର ଷ୍ଟାର କ୍ୟାମ୍ପେନର ରହିଛନ୍ତି । ଷ୍ଟାର କ୍ୟାମ୍ପେନର ମଧ୍ୟରେ ସମୀର ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଶେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନିଂଲ ବଂଶଲ, ଡି. ପୁରେନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କନକବର୍ଦ୍ଦନ ସିଂହଦେଓ, ଗିରିଧାରୀ ଗମାଙ୍ଗ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓ, ନୀତିଶ ଗଙ୍ଗଦେବ, ଚୁନ୍ନିନାଲ ସାହୁ, ସୁରମା ପାଢୀ, ନାଉଡି ନାୟକ, ରବିନାରାୟଣ ନାୟକ, ମାନସ କୁମାର ମହାନ୍ତି, ପୃଥୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ଚରଣ ମାଝି, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ୍, ନିତ୍ୟାନନ୍ଦ ଗୋଣ୍ଡ, ଭବାନୀଶଙ୍କର ଭୋଇ, ମୁକେଶ ମହାଲି, କୁସୁମ୍ ଟେଟେ, ସୁରଜ ସୂର୍ଯ୍ୟବଂଶୀ, ରଞ୍ଜନ କୁମାର ପଟେଲ, ବିଭୂପ୍ରସାଦ ତରାଇ, ଅଶ୍ୱିନୀ କୁମାର ଷଡଙ୍ଗୀ ରହିଛନ୍ତି ।