Odia News Portal

ଜାଣନ୍ତୁ ଦିନ ୧୨ ସୁଦ୍ଧା ପିପିଲିରେ କେତେ ଭୋଟିଂ ହୋଇଛି

ପିପିଲି: ଚାଲିଚି ମତଦାନ । ଦିନ ୧୨ଟା ସୁଦ୍ଧା ପିପିଲି ବ୍ଲକରେ ଟୋଟାଲ୨୭ ପ୍ରତିଶତ ଭୋଟିଂ ହୋଇଛି । ପୁରୁଷ ୩୦ ପ୍ରତିଶତ ମତଦାନ କରିଥିବା ବେଳେ ମହିଳା ୨୪ ପ୍ରତିଶତ ଭୋଟ ଦେଇଛନ୍ତି । ତେବେ ଭୋଟରମାନେ କରୋନା କଟକଣାକୁ ମାନି ଧାଡ଼ିରେ ରହି ଭୋଟ ଦେଉଛନ୍ତି ।