Odia News Portal

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ରାଜସ୍ଥାନରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ବିମାନ ଖସିବା ଯୋଗୁଁ ଜଣେ ମହିଳାଙ୍କ ସୂଚନା । ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ସୁରକ୍ଷିତ ହୋଇଥିବା ଖବର ସାମ୍ନାକୁ ଆସିଛି ।