Odia News Portal

ଓଡିଶାରେ ୨ ନୂଆ ରେଳ ଲାଇନକୁ ମିଳିଲା ମଞ୍ଜୁରୀ

ଓଡିଶାର ୨ଟି ନୂଆ ରେଳ ଲାଇନକୁ ସ୍ୱତନ୍ତ୍ର ପ୍ରକଳ୍ପ ନେଇ ବିଜ୍ଞପ୍ତି । ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ୍ ଲାଇନ ନେଇ ବିଜ୍ଞପ୍ତି ଜାରି । ୧୬.୫ କିମି ନୂଆ ଲାଇନରେ ତାଳଚେରଠାରେ ୱାଇ କନେକ୍ସନ । ବରଗଡ-ନୂଆପଡା ରୋଡ୍ ୧୪୨ କିମିକୁ ସ୍ୱତନ୍ତ୍ର ପ୍ରକଳ୍ପ ମାନ୍ୟତା ମିଳିଛି । ୨ ନୂଆ ପ୍ରକଳ୍ପ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ।