Odia News Portal

ତାତିରୁ ମିଳିବ ନିସ୍ତାର

ପ୍ରଚଣ୍ଡ ତାତିରୁ ମିଳିବ ନିସ୍ତାର । ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । କଲବଲ ହେଉଛି ଜନଜୀବନ । ତେବେ ତାତିରୁ ମିଳିବ ତ୍ରାହି । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୪ ରାତି ବା ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଆଇଏମଡିର ବରିଷ୍ଠ ବେଜ୍ଞାନିକ ଆର.କେ ଜେନାମଣୀ ଏହି ସୂଚନା ଦେଇଛନ୍ତି ।