Odia News Portal

୧୭ରୁ ପୁଣି ବଡ ବର୍ଷା

ଉତ୍ତର ଛତିଶଗଡ ଓ ଆଖପାଖ ରେ ଅବପାତ ସକ୍ରିୟ ରହିଛି । ଅବପାତ ପ୍ରଭାବରେ ପଶ୍ଚିମ ଓଡିଶାରେ ଆଜି ବି ବର୍ଷା ହେବ । ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞନୀ ଉମାଶଙ୍କର ଦାସ । ଝାରସୁଗୁଡା, ସମ୍ବଲପୁର , ସୁନ୍ଦରଗଡ , ବରଗଡ, ବଲାଙ୍ଗୀର ରେ ବର୍ଷିବ । ଆଜି ଓ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା କମ ରହିବ । ମୈାସୁମୀ ସକ୍ରିୟ ଥିବାରୁ ଆସନ୍ତା ୧୭ ରୁ ପୁଣି ବର୍ଷା ବଢିବ । ଉପକୂଳ ଓଡିଶାରେ ୧୭ ଓ ୧୮ ରେ ପୁଣି ବର୍ଷିବା ସମ୍ଭାବନା ।