Odia News Portal

ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ: ଆଜି ରାଜା ଓ ସନ୍ତୋଷକୁ ପଚରାଉଚରା କରିପାରେ ପୋଲିସ୍

ଆଜି ଆସିପାରେ ପୋଷ୍ଟମର୍ଟମ ରିପୋର୍ଟ । ରଶ୍ମିଙ୍କ ସୁଇସାଇଡ୍‌ ନୋଟ୍‌ର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି ପୋଲିସ୍ ।

ସେପଟେ ଜବତ ହୋଇଥିବା ରଶ୍ମିଙ୍କ ମୋବାଇଲ ଓ ଲାପଟପ୍‌କୁ ଯାଞ୍ଚ କରୁଛି ଟେକ୍ନିକାଲ ଟିମ୍‌ । ଆଜି ନୟାପଲ୍ଲୀ ପୋଲିସ ରାଜା ଓ ବୟଫ୍ରେଣ୍ଡ ସନ୍ତୋଷକୁ ପଚରାଉଚରା କରିପାରେ ।

ନୟାପଲ୍ଲୀ ଗଡ଼ସାହିର ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।