Odia News Portal

କଂଗ୍ରେସକୁ ଫେରିବେ ସାଗରିଆ

 କଂଗ୍ରେସ କୁ ଫେରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣ ସାଗରିଆ | କଂଗ୍ରେସ କୁ ଫେରିବା ନେଇ ନିଜେ କୃଷ୍ଣ ସାଗରିଆଙ୍କ ପରୋକ୍ଷରେ ସୂଚନା | ମୁଁ ଏନେଇ ଇଛା ପ୍ରକାଶ କରିସାରିଛି , ହାଇକମାଣ୍ଡ ଙ୍କୁ ବି ଜଣାଇଛି | ବିଧାୟକ ପଦରୁ ଇସ୍ତଫା ଦେଇଥିଲି , ଦଳ ମୋତେ ସୁସ୍ପେଣ୍ଡ କରିଥିଲା | କଂଗ୍ରେସ ସମୁଦ୍ର ଭଳିଆ ଦଳ , ବହୁ ବରିଷ୍ଠ ଅଛନ୍ତି ମିଶିକି କାମ କରିବୁ |