Odia News Portal

ଗ୍ରୀଷ୍ମପ୍ରବାହ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

ଟାଣ ଖରାରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦିନ ୯ଟା ହେଲେ ମାଡି ଆସୁଛି ଖରା । ତେବେ ପ୍ରବଳ ତାତିକୁ ନଜରରେ ରଖି ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ସରକାର । ତେବେ ଆହୁରି ୫ଦିନ ପାଇଁ ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ । ତେବେ ୩୦ ତାରିଖ ପରେ ସ୍ଥିତି ଦେଖି ସ୍କୁଲ ଖୋଲିବ କି ଆଉ କିଛି ଦିନ ଘୁଞ୍ଚିବ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।