Odia News Portal

ଏପ୍ରିଲ ୧୮ରୁ ଲୋକସେବା ଭବନ ପ୍ରବେଶ ଅନୁମତି

ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ ପାଇଁ ସାଧାରଣ ଲୋକଙ୍କୁ ମିଳିବ ପ୍ରବେଶ ଅନୁମତି । ଆକ୍ରିଡେଟେଡ୍ ପାସଧାରୀ ସାମ୍ବାଦିକଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ । କୋଭିଡ୍ ଯୋଗୁଁ ପ୍ରାୟ ୨ବର୍ଷ ଧରି ପ୍ରବେଶ ନେଇ ଥିଲା କଟକଣା ।