ଓଡିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗ୍ଚି । ପଦ ଛାଡିବା ନେଇ ଟୁଟ ଯୋଗେ ସୁବ୍ରତ ବାଗ୍ଚିଙ୍କ ସୂଚନା । ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡୁଥିବା ଜଣାଇଲେ ସୁବ୍ରତ । ବିଶ୍ୱାସକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ଜଣାଇଲେ । ଓଡିଶା ଦକ୍ଷତା ବିକାଶ ଅଧ୍ୟକ୍ଷ ଭାବେ ୭ବର୍ଷ ରହିଥିଲେ ସୁବ୍ରତ ।ତାଙ୍କ ସ୍ଥାନରେ ଦକ୍ଷତା ବିକାଶ ପ୍ରାଧିକରଣର ନୂଆ ଅଧ୍ୟକ୍ଷ ଭାବେ ଅଳକା ଅରୋରା ମିଶ୍ର ନିଯୁକ୍ତି ପାଇଛନ୍ତି ।