Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶଂସା

ଜୟପୁର ସଭାରେ ନବୀନଙ୍କ ବନ୍ଦନା କଲେ ତାରା ବାହିନୀପତି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନବୀନ ବନ୍ଦନା । ଭରପୂର ସଭାରେ ନବୀନଙ୍କ ଖୋଲା ଜୟଜୟକାର କଲେ ତାରା । ଜୟ ନବୀନ, ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଲଗାଇଲେ ତାରା ବାହିନୀପତି ।