Odia News Portal

ରାସ୍ତାରେ ବୋମା ଖଞ୍ଜିବାକୁ ଚେଷ୍ଟା କରୁଥିଲେ ୩ ମାଓବାଦୀ, କାବୁ କଲେ ଯବାନ

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ତିନି ଜଣ ଦୁର୍ଦ୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ମିଲିସିଆ ସଦସ୍ୟ ପୋଡିୟମ ଜଗା(୨୫), ମାଡ଼ବି ମାସା(୨୫) ଓ ପୋଜ୍ଜା ମାଡବୀ(୨୯)।ଜିଲ୍ଲାପାଳଙ୍କୁ ଭେଟି ଅନ୍ତଃତ ଟ୍ରାଇସ‌ାଇକେଲ ଓ ଘର ଖଣ୍ଡିକ ଯୋଗାଇବାକୁ ଅନୁରୋଧ କରିଥିଲେ ବାପା ରବି ଓ ଦିବ୍ୟା‌ଙ୍ଗ ପୁଅ ଘାସିରାମ। ସପ୍ତାହକ ମଧ୍ୟରେ କାର୍ଯ୍ୟକାରୀ କରାଇବାକୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଉପଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭୂମିହୀନ ହୋଇଥିବାରୁ ଏବଂ ସ୍ବତନ୍ତ୍ର ଶ୍ରେଣୀ ବର୍ଗରେ ତୁରନ୍ତ ସହାଯୋଗ କରିବାକୁ ଜିଲ୍ଲାପାଳ କହିଥିଲେ। ତେବେ ଅଭିଯୋଗ ଶୁଣାଣିର ଅଭିଯୋଗ ସପ୍ତାହକ ମଧ୍ୟରେ ସମସ୍ୟାର ସମାଧାନ କରାଯାଉଛି ବୋଲି ସରକାର କହୁଥିବାରୁ ଘାସିରାମର ସମସ୍ୟା ଏହି ସପ୍ତାହକ ମଧ୍ୟରେ ସମାଧାନ ହେବ ନା ନାହିଁ ତାହା ସମୟ କହିବ। ଏହି ନକ୍ସଲଙ୍କୁ ପଚରାଉଚରା କରିବା ପରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ଟିଫିନ ବୋମା ଖଞ୍ଜୁଥିଲୁ ବୋଲି ସ୍ବୀକାର କରିଛନ୍ତି। ପୁଲିସ ଏମାନଙ୍କୁ ତଦନ୍ତ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।