ବୋଲେରୋ ଉପରେ ମାଡିଗଲା ପୋକଲେନ୍ । ଫଳରେ ୨ ଜଣଙ୍କର ମୃ୍ତ୍ୟୁ ହୋଇଛି । ୬ ଜଣ ଗୁରୁତରଙ୍କୁ ଛତିଶଗଡ ସ୍ଥାନାନ୍ତର ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ ଅଘଟଣ ହୋଇଛି । କୋଇଲା ଖଣିରେ ପୋକଲେନ୍ରେ କାମ କରିବା ବେଳେ ଏହିଭଳି ଅଘଟଣ ହୋଇଛି ।
Recover your password.
A password will be e-mailed to you.