Odia News Portal

ମାଟି ଅତଡା ଖସି ୨ ମହିଳା ମୃତ

ମାଟି ଅତଡା ଖସି ୨ ମହିଳା ମୃତ, ୨ ଗୁରୁତର । ନନ୍ଦପୁର ଥାନା ହିକମପୁଟ ନିକଟ ନାଳ ନିକଟରେ ଅଘଟଣ । ମୃତ ୨ କହିଳାଙ୍କ ଘର ଘାଗଡାପଣ୍ଡି ଗାଁର ବୋଲି ସୂଚନା ମିଳିଛି । ୨ ଗୁରୁତରଙ୍କୁ ଉଦ୍ଧାର ପରେ ନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।