Odia News Portal

ଭୁବନେଶ୍ୱରରେ ୟୁପି ଗ୍ୟାଙ୍ଗ

ଭୁବନେଶ୍ୱରରେ ଧରାପଡିଲେ ଉତ୍ତରପ୍ରଦେଶର ୪ ଅପରାଧୀ । ବାୱରିୟା ଗ୍ୟାଙ୍ଗର ୪ ଅପରାଧୀଙ୍କୁ ଧରିଲା ସ୍ପେଶାଲ ସ୍କ୍ୱାଡ୍ । ହାଇୱେ ରାହାଜାନୀ, ଘରେ ପଶି ଡକାୟତିରେ ସଂପୃକ୍ତି ଥିଲା ଗ୍ୟାଙ୍ଗ । କଟକ, ଭୁବନେଶ୍ୱର, ବାଲେଶ୍ୱରରେ ଗ୍ୟାଙ୍ଗ ନାଁରେ ମାମଲା ହୋଇଥିବା ସୂଚନା । ଗିରଫ ହୋଇଥିବା ୪ ଡକାୟତଙ୍କ ଠାରୁ ୨ଟି ବାଇକ୍‌, ୧୬ଟି ସୁନା ଚେନ୍ ଜବତ ହୋଇଥିବା ଜଣାପଡିଛି ।