୫ ଲକ୍ଷ ୫୪ ହଜାର ଟଙ୍କା ଲଙ୍କା ସହ ଧରାପଡିଲେ ପୂର୍ବତନ ଅଧିକାରୀ । ଆର. ଉଦୟଗିରି ଟିଡିସିସିଓଏଲର ପୂର୍ବତନ ଜିଏମ୍ ରୋହିତ ପରିଡା । ବସ୍ରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରିରେ ଧରିଲା ଭିଜିଲାନ୍ତ୍ର । ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ଚାଲିଛି ଖୋଳତାଡ । ରୋହତିଙ୍କ ଭୁବନେଶ୍ୱର,ପୁରୀ,କେନ୍ଦୁଝର, ଘରେ ରେଡ୍ କରୁଛି ଭିଜିଲାନ୍ତ୍ର । ଅବସର ପରେ ଏବେ ଠିକା ଆଧାରରେ କାର୍ଯ୍ୟରତ ଅଛନ୍ତି ରୋହିତ ।