ଏକ ବର୍ଷ ଯାଏଁ ପାଣି ବିଜୁଳି ବିଲରେ ୫୦ ପ୍ରତିଶତ ରିହାତି

ଆର୍ଥିକ ପ୍ୟାକେଜ ୮୭୫୦ ଘୋଷଣା କରାଯାଇଛି । ଏହି ୮୭୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି ଜାମ୍ମୁକାଶ୍ମୀର ଲାଗି । ଜାମ୍ମୁକାଶ୍ମୀର ଏଲଜି ମନୋଜ ସିହ୍ନା ଏହା ଘୋଷଣା କରିଛନ୍ତି । ପ୍ୟାକେଜ ଅନୁସାରେ ବିଜୁଳି ଓ ପାଣି ବିଲରେ ୫୦ ପ୍ରତିଶତ ରିହାତି ମିଳିବ । ଏକ ବର୍ଷ ଯାଏଁ ପାଣି ବିଜୁଳି ବିଲରେ ଏହି ରିହାତି ମିଳିବ । ଅନ୍ୟପଟେ ବ୍ୟବସାୟୀଙ୍କ ଲାଗି ୧୩୫୦ କୋଟିର ପ୍ୟାକେଜ ଘୋଷଣା କରାଯାଇଥିବା ସୂଚନା ମିଳିଛି । ଏହାସହ ମନୋଜ ସିହ୍ନା କହିଛନ୍ତି ଯେ ଏହି ପ୍ୟାକେଜ ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ଆଗକୁ ବଢ଼ାଇବ ।

Share

Leave a Reply

Your email address will not be published. Required fields are marked *