Odia News Portal

ରେଂଜରୋଭର ଦୁର୍ଘଟଣା: ଯୁବତୀ ମୃତ

 ୨ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍ । ଜଣେ ଅବସରପ୍ରାପ୍ତ ଯବାନ ଓ ଜଣେ ଯୁବତୀ ଗୁରୁତର ହୋଇଥିଲେ । ଯବାନଙ୍କ ଘର ଭୁବନେଶ୍ୱର ଓ ଯୁବତୀଙ୍କ କଟକରେ ଚିକିତ୍ସା ଚାଲିଥିବା ଖବର ସାମ୍ନାକୁ ଆସିଛି । ଦାମୀ ରେଂଜରୋଭର ଗାଡିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା ।