Odia News Portal

ବିଶ୍ଵ ପୁସ୍ତକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ବିଶ୍ୱ ପୁସ୍ତକ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁସ୍ତକ ଆମର ଚିନ୍ତା ଶକ୍ତି ବୃଦ୍ଧି କରିବା ସହ ଆମକୁ ଜ୍ଞାନ ଓ ବୁଦ୍ଧି ଦ୍ବାରା କ୍ଷମତା ସଂପନ୍ନ କରେ । ପୁସ୍ତକ ଦିବସରେ ପଠନର ପରିବର୍ତ୍ତନଶୀଳ ଶକ୍ତି ଓ ସମସ୍ତଙ୍କୁ ପଢିବା ପାଇଁ ଉତ୍ସାହିତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।