ମହାନଦୀ ବ୍ରିଜ୍ ଉପରୁ ଖସିପଡ଼ିଲେ ଯୁବକ,ଗୁରୁତର ଅବସ୍ଥାରେ SCB ମେଡିକାଲରେ ଭର୍ତ୍ତି By Swadhikar News Last updated Oct 16, 2025 ମହାନଦୀ ବ୍ରିଜ ଉପରୁ ତଳକୁ ଖସି ପଡ଼ିଲେ ଯୁବକ । ସଡକ ଦୁର୍ଘଟଣାର ଶିକାର ହୋଇ ଖସିପଡ଼ିଥିବ ସନ୍ଦେହ କାରଯୁଛି । ଯୁବକ ଜଣକ ନାମ ସତିଶ ରାଉତ । ତାଙ୍କ ଘର ଛତିଆ ଅଞ୍ଚଳର ବୋଲି ଜଣାପଡିଛି । ଚାଉଳିଆଗଞ୍ଜର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯୁବଙ୍କୁ ଉଦ୍ଧାର କରିବା ସହ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ମିଳିଛି । mahandiswadhikarswadhikar news Share