Odia News Portal

ଶ୍ରୀମନ୍ଦିରରେ ପୁଣି ଅଘଟଣ: ଗରମ ଡାଲି ପଡ଼ି ଜଣେ ବୋଝିଆ ଆହତ

ପୁଣି ଶ୍ରୀମନ୍ଦିରରେ ଘଟିଲା ଅଘଟଣ । ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିବା ବେଳେ, ଆଜି ଜଣେ ବୋଝିଆ ଆହତ ହୋଇଛନ୍ତି । ଗରମ ଡାଲି ଜଣେ ବୋଝିଆଙ୍କ ଉପରେ ପଡ଼ିଯାଇଛି । ଫଳରେ ତାଙ୍କର ଗୋଡ ପୋଡିଯାଇଛି । ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପ ନିକଟ ପାହାଚ ନିକଟରେ ଏଭଳି

ଗହମ ଓ ଚିନି ପରେ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି କେନ୍ଦ୍ର ସରକାର

ଗହମ ଓ ଚିନି ପରେ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ପ୍ରତ୍ୟେକ ଦେଶ ସେମାନଙ୍କ ଦ୍ୱାରା ଅନ୍ୟ ଦେଶକୁ ରପ୍ତାନୀ ହେଉଥିବା ଖାଦ୍ୟା ସମାଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛନ୍ତି । ଏହାର କାରଣ ଭାବେ କୁହାଯାଉଛି କି ପ୍ରତ୍ୟକ ଦେଶ

ଦେହଜୀବୀଙ୍କୁ ସମ୍ମାନର ସହ ବ୍ୟବହାର କର:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏକ ଗୁରୁତ୍ୱପୂର୍ଣ୍ଣ ରାୟ କ୍ରମେ ସୁପ୍ରିମକୋର୍ଟ ବେଶ୍ୟାବୃତ୍ତି ଆଇନ ସମ୍ମତ ବୋଲି କହିଛନ୍ତି । ଦେହଜୀବୀଙ୍କ ପ୍ରତି ସମ୍ମାନର ସହ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ମୌଖିକ କିମ୍ବା ଶାରୀରିକ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଠିକ୍ ସମୟରେ ନିଷ୍ପତ୍ତି :ବିଜେଡି ଉପସଭାପତି

ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ଠିକ୍ ସମୟରେ ବିଜେଡି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିବା । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଦଳର ଉପସଭାପତି ଶଶୀ ବେହେରା କହିଛନ୍ତି । ନିର୍ବାଚନ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି । ଯେଉଁ ପ୍ରାର୍ଥୀ ଆସିବେ

ସହିଦ କରୋନା ଯୋଦ୍ଧାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

କରୋନା ସମୟରେ କାର୍ଯ୍ୟରତ ଥିବାବେଳେ ସହିଦ ହୋଇଥିବା ହୋମଗାର୍ଡ ଏସ ଆର ନରସିଂହଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ଦିଗପହଣ୍ଡି ଥାନାରେ କାର୍ଯ୍ୟ କରୁଥିଲେ ଏସ ଆର ନରସିଂହ । କରୋନା ସମୟରେ

୪ ରାଜ୍ୟସଭା ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

୪ ରାଜ୍ୟସଭା ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ତେବେ ଟକ ମେୟର ଭାବେ ସୁବାସ ସିଂ ନିର୍ବାଚିତ ହେବା ପରେ ତାଙ୍କ ଆସନରେ ହେବ ଉପନିର୍ବାଚନ । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପଟେ ପୂର୍ବରୁ ପ୍ରକାଶ ପାଇଥିଲା ୩ଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ।

ନନ୍ଦନକାନନକୁ ବିଦେଶରୁ ଆସିବେ ଧଳାସିଂହ

ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବିଦେଶର ପ୍ରଥମ ଥର ପାଇଁ ଧଳା ସିଂହ ଆଣିବା ପାଇଁ ଚିଠି ହୋଇଛି । ଜେବ୍ରା ଓ କଙ୍ଗାରୁ ଆଣିବାକୁ ନୂଆ ଖୁଆଡ଼ ପ୍ରସ୍ତୁତ ହେଉଛି । ବର୍ଷା ଋତୁ ଆସିଲେ ଜନ୍ତୁଙ୍କୁ ଆଣିବାକୁ ଯୋଜନା କରାଯାଉଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି

ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ ଭାବେ ଶପଥ ନେଲେ ବିନୟ କୁମାର ସାକ୍‌ସେନା

ଆଜି ଜାତୀୟ ରାଜଧାନୀ ଦିଲ୍ଲୀକୁ ମିଳିଛି ନୂଆ ଉପରାଜ୍ୟପାଳ | ୨୨ଶ ଉପରାଜ୍ୟପାଳ ଭାବେ ଆଜି ଶପଥ ନେଇଛନ୍ତି ବିନୟ କୁମାର ସାକ୍‌ସେନା | ଆଜି ରାଜ ନିବାସରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

IOCL ଟାଉନସିପ୍‌ ନିକଟରେ ଫାଟିଲା ତେଲ ପାଇପ୍‌

ପାରାଦୀପରେ ଫାଟିଲା ତେଲ ପାଇପ୍‌ । IOCL ଟାଉନସିପ୍‌ ନିକଟରେ ଫାଟିଲା ତେଲ ପାଇପ୍‌ । ହଳଦିଆ-ପାରାଦୀପ ଅଶୋଧିତ ତୈଳ ପାଇପଲାଇନ ଫାଟିଛି । ଫଳରେ ମାଟିରେ ମିଶିଲା ହଜାର ହଜାର ଲିଟର ଅଶୋଧିତ ତୈଳ । ଘଟଣାସ୍ଥଳରେ IOCLର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ତେଲ୍‌ ବନ୍ଦ କରିବାକୁ

କମିଲା ବସ୍‌ ଭଡ଼ା, ଆଜିଠାରୁ ନୂଆ ଭଡା ଲାଗୁ

କମିଲା ବସ୍‌ ଭଡ଼ା । ତୈଳଦର ହ୍ରାସ ପରେ କମିଛି ବସ୍‌ ଭଡ଼ା । ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୯୨ ପଇସାରୁ ୮୯ପଇସାକୁ ହ୍ରାସ । ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ୯୬ ପଇସାରୁ ୯୩ ପଇସାକୁ କମିଛି । ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପ୍ରତି ଏକ ଟଙ୍କା ୩୫ ପାଇସାରୁ ଏକ ଟଙ୍କା ୨୯ ପଇସାକୁ