Odia News Portal

ଏମିତି ଏକ ନଦୀ ଅଛି ଯେଉଁଠି କେବଳ ପାଣି ନୁହେଁ ବରଂ ସୁନା ମଧ୍ୟ ମିଳେ

ଆମ ଦେଶରେ ପ୍ରାୟ ୪୦୦ରୁ ଅଧିକ ଛୋଟ ବଡ ନଦୀ ବହିଯାଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଆମ ଦେଶରେ ଏମିତି ଏକ ନଦୀ ଅଛି ଯେଉଁଠି କେବଳ ପାଣି ନୁହେଁ ବରଂ ସୁନା ମଧ୍ୟ ମିଳେ । ସ୍ଥାନୀୟ ଲୋକ ପ୍ରତିଦିନ ନଦୀ ପାଣିକୁ ଛାଣି ସେଥିରୁ ସୁନା ବାହାର କରନ୍ତି ଏବଂ ତାକୁ ବିକି ଘର ଚଲାନ୍ତି । ଆସନ୍ତୁ

ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇ ଭାରତୀୟ ମହିଳା ଟିମ୍ ସିରିଜ୍ ବିଜୟୀ

ଏଠାରେ ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ମହିଳା କ୍ରିକେଟ୍ ଦଳ ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ତିନି ମ୍ୟାଚ୍ ସିରିଜକୁ ଆଗୁଆ ଜିତି ନେଇଛି । ଭାରତୀୟ କ୍ୟାପଟେନ ହରମାପ୍ରୀତ କୌର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ

ବର୍ଷାଙ୍କୁ ଭଗବଦ ଗୀତା ଦେଇଛନ୍ତି ଅନୁଭବ ମହାନ୍ତି

ଅଭିନେତ୍ରୀ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ବର୍ଷାଙ୍କୁ ପରାମର୍ଶ ଦେଲେ ଅଭିନେତା ଅନୁଭବ । ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି କଟକ ଜିଲ୍ଲା ଜଜଙ୍କ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ସାଂସଦ ଅନୁଭବ ମହାନ୍ତି ଉପସ୍ଥିତ ହୋଇଥିଲେ ।  ତେବେ

ଅଖା ବସ୍ତା ଭିତରୁ ଅଜଣା ମୃତ ଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ପୋଲିସ କୁ ଜଣାଇ ବା ପରେ ଗୋଲାମୁଣ୍ଡା ଥାନା ଅଧିକାରୀ ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ । ମୃତ ଦେହର ପରିଚୟ ମିଳି

ଟ୍ରକ ଧକ୍କାରେ ୪ ମୃତ

ନୂଆପଡା ଜିଲ୍ଲା କ୍ରିଷ୍ଣା ଛକ ନିକଟରେ ଭୟାବହ ଦୁର୍ଘଟଣା ।  ବାଇକ କୁ ଟ୍ରକ ଧକ୍କା ଦେବାରୁ ଜଣେ ଶିଶୁ ସହ ଚାରି ଜଣ ମୃତ ଏବଂ ଜଣେ ଗୁରୁତର ।

କୋଭିଡ ସଂକ୍ରମଣ ଚିନ୍ତାଜନକ ନୁହେଁ : ବିଏମସି କମିଶନର

ଭୁବନେଶ୍ୱରରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ହେଁ ତାହା ଚିନ୍ତାଜନକ ନୁହେଁ। ଆମକୁ ସତର୍କ ଓ ସଚେତନ ହୋଇ ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ହେବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଲୋକଙ୍କ ସହଯୋଗ ଯୋଗୁଁ ଗତ ୩ଟି ଲହରକୁ ସଫଳତା ର ସହ ପ୍ରତିହତ କରାଯାଇଛି ।

ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଆଉ ଦୁଇ ଗିରଫ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିମଧ୍ୟରେ ଜଣେ ୧୯ ବର୍ଷୀୟ ସୁଟର୍ ଅଛନ୍ତି ଯିଏ ମୁସେୱାଲାଙ୍କୁ ନିକଟରୁ ଗୁଳି ଚଳାଇଥିବାର ଅଭିଯୋଗ ହୋଇଛି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। ସେ

ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆଜି ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦି ରାଜ୍ୟରେ ପ୍ରବଳ ବର୍ଷା ହେବାର

ଖସିଲା ବସ୍, ସ୍କୁଲ୍ ପିଲାଙ୍କ ସହ ୧୬ ମୃତ

ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ଏକ ଘରୋଇ ବସ୍ ଖାଇକୁ ଖସିପଡ଼ିବାରୁ କିଛି ସ୍କୁଲ ପିଲାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। କୁଲୁ ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି ଯେ ସୈଞ୍ଜକୁ ଯାଉଥିବା ବସ୍ ସକାଳ ପ୍ରାୟ ୮.୩୦ ସମୟରେ

ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ

ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ । ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀଙ୍କ ହୋହଲ୍ଲା । ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି ।