Odia News Portal

ବରମୁଣ୍ଡାରେ ଜଳିଗଲା ବସ୍

ଜଳିଗଲା ବସ୍ । ବରମୁଣ୍ଡା ବ୍ରିଜ୍‌ ନିକଟରେ ଜଳିଗଲା ବସ୍ । ଦୁର୍ଘଟଣା ପରେ ବସ ଜଳିଯାଇଥିବା ସୂଚନା । ବସ୍ କାଚ ଭାଙ୍ଗି ଯାତ୍ରୀଙ୍କୁ ବାହାର କରାଗଲା । ସମସ୍ତ ଯାତ୍ରୀ ସୁରକ୍ଷିତ । ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହୀ ବସ୍।

ବିଏମସିର ୨୫ଟି କେନ୍ଦ୍ରରେ କୋଭିଡ୍ ଟେଷ୍ଟ

ଭୁବନେଶ୍ୱରରେ ୨୫ଟି ୟୁପିଏଚସି/ୟୁସିଏଚସିରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା । ସକାଳ ୯ ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟ ହେବ । କ୍ୟାପିଟାଲ ହସ୍ପିଟାଲରେ ସକାଳ ୮ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ ହେବ । କୋଭିଡ୍ ଟେଷ୍ଟ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ତାଲିକା ପ୍ରକାଶ

୭ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ୪ ଦିନ ଅର୍ଥାତ୍ ଆସନ୍ତା ୭ତାରିଖ ଯାଏଁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ

୩ ପିଲାଙ୍କ ସହ ମା’ଙ୍କୁ ଅପହରଣ ଓ ଦୁଷ୍କର୍ମ

ଜଣେ ମହିଳାଙ୍କ ସହ ତାଙ୍କ ୩ ଜଣ ପିଲାଙ୍କୁ ଅପହରଣ କରାଯାଇଥିଲା । ଏହା ପରେ ଅଭିଯୁକ୍ତ ଜଣଙ୍କ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ

ଅର୍ଦ୍ଧେନ୍ଦୁ ଦାସ ଙ୍କ ଗିରଫ ପ୍ରତିବାଦ କଲା ଧର୍ମଗଡ଼ କଂଗ୍ରେସ

ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଇ ଓ ଡୱଲୁ ଗିରଫ କରିବା ଘଟଣା କୁ ବିରୋଧ କରି ଆଜି ଧର୍ମଗଡ଼ ଚରିଛକ ଠାରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ବିକ୍ଷୋଭ ପ୍ରତିବାଦ କରିଛି। ଗଣମାଧ୍ୟମର ଜଣେ ପ୍ରତିଷ୍ଠିତ ସମ୍ପାଦକ ଙ୍କୁ ଏକ କୁଖ୍ୟାତ ଅପରାଧୀ ଭଳି ଗିରଫ କରିବା

ବୁଲେଟ ରଖି ଚାଳକ ଗାୟବ

କଟକ ମୁଣ୍ଡଳୀ ସେତୁ ଉପରେ କେହି ଜଣେ ବ୍ୟକ୍ତି OD06 A 3598 ନମ୍ବର ଏକ ବୁଲେଟ ଗାଡ଼ି ରଖି ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ସୂଚନା ପ୍ରକାଶ । ମହାନଦୀ ରେ ମାଛ ମାରୁଥିବା ମତ୍ସଜୀବୀ ମାନେ କହିବା କଥା କେହି ବୋଧେ ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିଛି । ଏପର୍ୟ୍ୟନ୍ତ ବୁଲେଟ

ଏମିତି ଏକ ସ୍ଥାନ,ଯେଉଁଠି ପାଣିକୁ ଛୁଇଁବା ମନା

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାକୁ ଯିବା ବିପଦପୂର୍ଣ୍ଣ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ସାହସିକ କାର୍ଯ୍ୟ ପାଇଁ ସେଠାକୁ ଯାଆନ୍ତି। ତେବେ ଏମାନଙ୍କ ମଧ୍ୟରୁ କିଛି ଜଣ ଏପରି ଦୁଃସାହାସିକ କାର୍ଯ୍ୟ କରିବାକୁ ଆଦୌ ଇଚ୍ଛା କରନ୍ତି ନାହିଁ। ବ୍ଲଡ ପୋଣ୍ଡ ଜିଗୋକୁ ଜାପାନର ସର୍ବ

କହ୍ନେୟା ଲାଲଙ୍କ ହତ୍ୟାକାରୀ ବିଜେପି ସଦସ୍ୟ

ଉଦୟପୁରର ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ନେଇ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀ ବିଜେପିର ଜଣେ ସକ୍ରିୟ ସଦସ୍ୟ ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ନେତା ତଥା ଦଳର ଗଣମାଧ୍ୟମ ତଥା ପ୍ରଚାର ବିଭାଗର ଅଧ୍ୟକ୍ଷ

୪ ରୁ ୫ ଦିନ ପ୍ରବଳ ବର୍ଷିବ

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡିଶା ଓ ପାଶ୍ୱର୍ବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪ ରୁ ୫ ଦିନ ପ୍ରବଳ ବର୍ଷିବ । କେତେକ ସ୍ଥାନରେ ୭ ରୁ ୧୧ ସେିମ ପ

2 ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ

ଆଜି ବିଧାନସଭାରେ 2022-23 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । 2 ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ପୂର୍ଣ୍ଣାଙ୍ଗ ବଜେଟ ମଧ୍ୟରେ 21 ହଜାର 166 କୋଟି ଟଙ୍କାର କୃଷି ବଜେଟ ମଧ୍ୟ ଆଗତ ହୋଇଛି । କୃଷି