ଧରାପଡିଲା ଏକ ଅଜବ ମାଛ
ସମୁଦ୍ରରେ ମାଛ ଧରୁଥିବା ମାଛୁଆଙ୍କୁ ଏକ ଅଜବ ମାଛ ମିଳିଥିଲା। ଯାହାର ଲମ୍ବା ୧୬ ଫୁଟ ଥିଲା। ଏହି ମାଛକୁ ଉଠାଇବା ପାଇଁ କ୍ରେନର ଆବଶ୍ୟକତା ପଡିଥିଲା। ଏତେ ଓଜନ ଏବଂ ଲମ୍ବା ମାଛକୁ ଧରିବା ପାଇଁ କ୍ରେନରେ ବାନ୍ଧି ବାହାର କରାଯାଇଥିଲା।
ଏହି ମାଛକୁ ହଟାଇବାର ଏକ ଭିଡିଓ ଅନଲାଇନ ଭାଇରଲ!-->!-->!-->…
