ଗରିବ ସେବା କଲ୍ୟାଣ ପ୍ରକୋଷ୍ଠରେ ଯୋଗ ପାଳିତ
ଯୋଗ କଲେ ଶରୀର ସୁସ୍ଥ ଓ ମନ ହାଲକା ରହିଥାଏ । ଯୋଗ ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ।କରୋନା ମହାମାରୀ ପାଇଁ କଟକଣା ଲାଗିଥିବାରୁ ଗତ ଦୁଇବର୍ଷ ହେଲାଣି ଯୋଗ ଦିବସକୁ ଭାରତ ଠିକ୍ ଭାବେ ପାଳି ପାରୁନଥିଲା । ତେବେ ଚଳିତବର୍ଷ କରୋନା ସଙ୍କ୍ରମଣ କମିଥିବାରୁ ଧୂମଧାମରେ ପାଳନ କରାଯାଉଛି ଯୋଗ!-->…
