Odia News Portal

ରଣବୀର କପୁର ଓ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ର,କେବେ ପରଦାକୁ ଆସିବ ଜାଣନ୍ତୁ

ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ଫିଲ୍ମ ବ୍ରହ୍ମାସ୍ତ୍ରର ନିକଟରେ ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରକୁ ବହୁତ ପସନ୍ଦ କରାଯାଇଛି। ଏହାର ବିଏଫଏକ୍ସର ତୁଳନା ହଲିଉଡ୍‌ ଫିଲ୍ମ ସହ କରାଯାଉଛି। ହେଲେ ଟ୍ରେଲର ପରେ ସୋସିଆଲ ମିଡ଼ିଆରେ କିଛି ଲୋକ ଏହାର ଏକ ସିନ୍‌କୁ ନେଇ ଅଭିଯୋଗ କରିଛନ୍ତି ।

ଅଗ୍ନିପଥ ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ,ଡିସେମ୍ବର ସୁଦ୍ଧା ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ…

ଅଗ୍ନିପଥ ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ସତ୍ତ୍ୱେ ଏହି ଯୋଜନା ପ୍ରତ୍ୟାହାର କରାଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ତିନି ସେନାରେ ସମସ୍ତ ନୂଆ ନିଯୁକ୍ତି ଏହି ଯୋଜନା ଅଧୀନରେ ହିଁ ହେବ। ଡିସେମ୍ବର ସୁଦ୍ଧା ୨୫ ହଜାର ଅଗ୍ନିବୀରଙ୍କ ପ୍ରଥମ

ବଜ୍ରପାତ ନେଲା ଜୀବନ

ଆକାଶରୁ ଖସିଲା ମୃତ୍ୟୁ । ଅକାଳରେ ବଜ୍ରାଘାତ ନେଲା ଜୀବନ । ନୂଆପଡା କୋମନା ଥାନା ମଳିକମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବଜ୍ରାଘାତ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ତ୍ରିନାଥ ନାଗ, ଚୁଡାମଣି ନାଗ, ଲକ୍ଷ୍ମଣ

ଟ୍ରାକ୍ଟର କୁ ପଛରୁ ପିଟିଲା ମାଲ ବୋଝେଇ ଟ୍ରକ,୨ ମୃତ ୨ ଗୁରୁତର

ନୂଆପଡା ଜାତିୟ ରାଜପଥ ୩୫୩ କୁରୁମପୁରୀ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟର କୁ ପଛରୁ ପିଟିଲା ମାଲ ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଦୁଇ ମୃତ, ଦୁଇ ଗୁରୁତର । ଘଟଣା ସ୍ଥଳରେ ଜଣକ ଛାତିରେ ପାଇପ ପସି ଯାଇଥିବା ବେଳେ ନୂଆପଡା ଅଗ୍ନିଶମ ବିଭାଗ ପହଞ୍ଚି ପାଇପ କାଟି ଉଦ୍ଧାର କରିଛନ୍ତି ।

ଆଲୋକିକରଣ ର ଶୁଭ ଉଦଘାଟନ କଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମେଣ୍ଡପୁର ପଞ୍ଚାୟତ ର ଆଳି ହାଇସ୍କୁଲ ଠାରୁ ପଦନପୁର ପଯ୍ୟନ୍ତ ରାସ୍ତାରେ ଉଜ୍ଜଳ ଆଲୋକିକରଣ ର ଶୁଭ ଉଦଘାଟନ କଲେ ମାନ୍ୟବର ମନ୍ତ୍ରୀ ପ୍ରତାପ କେଶରୀ ଦେବ । ୪ ନମ୍ବର ଜୋନ ଜିଲ୍ଲାପରିଷଦ ଜୟନ ସାହୁ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତି, ମେଣ୍ଡପୁର

ସ୍ପାଇସ ଜେଟ୍ ବିମାନରେ ଲାଗିଲା ନିଆଁ

ରବିବାର ବିହାରର ରାଜଧାନୀ ପାଟଣାରେ ଏକ ବିମାନ ଜରୁରୀ ଅବତରଣ କରିଛି। ବିମାନରେ ୧୮୫ ଜଣ ଯାତ୍ରୀ ଥିଲେ। ବିମାନଟି ପାଟନାରୁ ଦିଲ୍ଲୀକୁ ଆସୁଥିଲା। ଅଧିକାରୀଙ୍କ କହିବାନୁସାରେ, ବିମାନଟି ସ୍ପାଇସ ଜେଟର ଥିଲା | ବିମାନ ଉଡ଼ାଣ ବେଳେ ବିମାନର ଇଞ୍ଜିନରେ କୌଣସି କାରଣରୁ ନିଆଁ ଲାଗିଯିବା ପରେ

ପିପିଲିରୁ ୧ କୋଟି ଟଙ୍କାର ବାଉନ୍‌ସୁଗର ଜବତ,୫ ଗିରଫ

ପିଲି ଥାନା ଅନ୍ତର୍ଗତ କୌଶଲ୍ୟାଗଙ୍ଗ ଫାଣ୍ଡି ନିକଟସ୍ଥ ଉତ୍ତରା ରାମମନ୍ଦିର ପାଶ୍ୱର୍ରେ ଯାଇଥିବା କଣାସ ଶାଖା କେନାଲ ବନ୍ଧ ଉପରେ ୫ଜଣ ଯୁବକ ବ୍ରାଉନସୁଗର କିଣାବିକା ଯୋଜନା କରୁଥିବାବେଳେ ପିପିଲି ପୁଲିସ ହାତରେ ଧରାପଡ଼ିଛନ୍ତି । ପୁଲିସ ସେମାନଙ୍କଠାରୁ ୯୭୮ ଗ୍ରାମ ବାଉନସୁଗର ଜବତ କରିବା

ବରମୁଣ୍ଟା ବସଷ୍ଟାଣ୍ଡରେ ହଣାକଟା,ଡ୍ରାଇଭର ଓ କଣ୍ଡକ୍ଟର ଲହୁଲୁହାଣ

ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟର ହଣାକଟା ହୋଇଛନ୍ତି । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଲେ ।ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ,

ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଲାଗି ହୋଇଥାଏ ଏହି ତେଲ ଆସନ୍ତୁ ଜାଣିବା

ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନପୁର୍ଣିମା ତିଥିରେ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ କରାଯାଇଥିଲା ପୂର୍ଣ୍ଣସ୍ନାନ ଅର୍ଥାତ ପ୍ରତ୍ୟକ୍ଷ ସ୍ନାନ। ଅତ୍ୟଧିକ ସ୍ନାନ ଯୋଗୁଁ ଲୌକିକ ମତରେ ଶ୍ରୀଜୀଉ ମାନେ ବର୍ତ୍ତମାନ ଜ୍ବରରେ ପୀଡିତ। ଏହି ଜ୍ୱର ର ଉପଶମ ପାଇଁ ଚାଲିଛି ବିଭିନ୍ନ ପ୍ରକ୍ରିୟା। ଜ୍ୱର

ଶରୀରକୁ ଥକ୍କା ଲାଗିବାର ଏହି ୬ଟି ପ୍ରମୁଖ କାରଣ, ଜାଣନ୍ତୁ କ’ଣ

ଶରୀରକୁ ଥକ୍କା ଲାଗିବାର ଅନେକ କାରଣ ରହିଥାଏ। ଖାସ୍‌କରି ଶରୀରରେ ଆଇରନର ଅଭାବ ହେଲେ ସଠିକ୍‌ ନିଦ ହୁଏନାହିଁ ଏବଂ ଏହି କାରଣରୁ ଆଳସ୍ୟ ଏବଂ ହାଲିଆ ଲାଗିଥାଏ। ଯଦି ଶରୀରରେ ଥକ୍କାପଣ ଦୂରେଇ ରଖିବା ଚାହୁଁଥାନ୍ତି, ତେବେ ଏହାର ବିଭିନ୍ନ ପ୍ରକାର କାରଣ ବିଷୟରେ ଜାଣିବାକୁ ହେବ। ତେବେ କୋବି,