ଘଟିଲା ଚମତ୍କାର,ହଠାତ ଆକାଶ ହେଲା ନୀଳରୁ ସବୁଜ ରଙ୍ଗ
ହଠାତ୍ ଆକାଶ ସବୁଜ ହୋଇଗଲା। ଆକାଶ ସବୁଜକୁ ଦେଖି ଲୋକମାନେ ଏହାର ଫଟୋ ଉଠାଇବା ଆରମ୍ଭ କରି ସୋସିଆଲ ମିଡିଆରେ ସେୟାର କଲେ । ଯିଏବି ଦେଖିଲା ସେ ଆଶ୍ଚର୍ୟ୍ୟ ହୋଇଗଲା । ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି।ଆକାଶ ସବୁଜ ହେବା ପୂର୍ବରୁ ଏହି ଅଞ୍ଚଳରେ ୧୬୦!-->…
