ଉଦ୍ଧବ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟତା ଉପରେ କୌଣସି ନିଷ୍ପତ୍ତି ନ ନେବାକୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ କହିଲେ…
ମହାରାଷ୍ଟ୍ରର ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକରଙ୍କୁ ଏହି ମାମଲାରେ କୌଣସି ନିଷ୍ପତ୍ତି ନ ନେବାକୁ କହିଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ!-->!-->!-->…
