ରାଗିଂକୁ ରୋକିବା ନେଇ ସଚେତନ କଲେ ଜିଲ୍ଲାପାଳ
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜିଲ୍ଲାପାଳ ଚଞ୍ଚଳ ରାଣା ଛାତ୍ରଛାତ୍ରୀଙ୍କୁ ରାଗିଂକୁ ନେଇ ସଚେତନ କରିଛନ୍ତି। ଏହା ସହିତ ସେ ରାଗିଂ ସମ୍ପର୍କିତ କଣ ଆଇନ ରହିଛି ଓ କିଭଳି ଦଣ୍ଡବିଧାନ ବ୍ୟବସ୍ଥାସେ ସବୁ ବୁଝାଇଥିଲେ।
ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁସାଧାରଣରେ ବେଶ ପ୍ରଶଂସା କରାଯାଇଛି।!-->!-->!-->…
