ପତ୍ନୀକୁ ନିଆଁ ଲଗାଇ ହତ୍ୟା ମାମଲା: ସ୍ୱାମୀକୁ ଆଜୀବନ ଦଣ୍ଡାଦେଶ
ସହିଦନଗର ଥାନା ଅଞ୍ଚଳରେ ୨୦୧୨ମସିହାରେ ଜଣେ ମହିଳାଙ୍କୁ କିରୋସିନି ଢାଳି ହତ୍ୟା କରାଯିବା ମାମଲାରେ ସୋମବାର ରାୟ ପ୍ରକାଶ ପାଇଛି । ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସ୍ୱାମୀ ଟୁଟୁ ଗୁନିଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ଏଥିସହ ୫ ହଜାର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି । ଜରିମାନା!-->…
