ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି
ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି । ଆଜିଠାରୁ ନୂଆ ଦର ଲାଗୁ ହୋଇଛି। ନୂଆ ଦର ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ୧୦୫୩ ଟଙ୍କା ହୋଇଯାଇଛି । ୧୪.୨ କିଲୋଗ୍ରାମ ସିଲିଣ୍ଡର ସହ ୫ କିଲୋଗ୍ରାମ!-->…
