Odia News Portal

ମେ’ ୧୭ରେ ୬୩୮ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦେବେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଚୟନ ବୋର୍ଡ (ଏସ୍‌ଏସ୍‌ବି) ଦ୍ୱାରା ନୂଆ ଭାବେ ନିଯୁକ୍ତି କରାଯାଇଥିବା ୬୩୮ କଲେଜ ଅଧ୍ୟାପକଙ୍କୁ ଆସନ୍ତା ୧୭ରେ ମିଳିବ ନିଯୁକ୍ତିପତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ଲୋକସେବା ଭବନରେ ଏହି ସମସ୍ତ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ।

ନିର୍ବନ୍ଧ କରିଛନ୍ତି ବଲିଉଡ ସୁନ୍ଦରୀ ସେନାକ୍ଷୀ ସିହ୍ନା

ନିର୍ବନ୍ଧ କରିନେଇଛନ୍ତି ବଲିଉଡ ସୁନ୍ଦରୀ ସେନାକ୍ଷୀ ସିହ୍ନା । ସୋସିଆଲ ମିଡିଆରେ ଛାଡ଼ିଲେ ଫଟୋ । ହେଲେ ଲୁଚାଇଲେ ଭାବୀ ସ୍ବାମୀଙ୍କ ପରିଚୟ । ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ସେ ହାତରେ ଏକ ଡାଇମଣ୍ଡ ମୁଦି ପିନ୍ଧିଛନ୍ତି । ଏବଂ

ଅଶାନ୍ତ ବାତ୍ୟା ଅସାନି, ପୁରୀଠାରୁ ୬୧୦ କିଲୋମିଟର ଦୂରରେ

ସମୁଦ୍ର ଭିତରେ ଅଶାନ୍ତ ହେଉଛି ବାତ୍ୟା ଅସାନି । ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ସାମୁଦ୍ରିକ ଝଡ଼ । ତେବେ ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ । ଏବେ ପୁରୀଠାରୁ ୬୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ଅନୁମତି ଦେଇନି ଏଏସଆଇ

ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବଡ ଧକ୍କା । ପ୍ରକଳ୍ପ ପାଇଁ ଅନୁମତି ଦିଆଯାଇନାହିଁ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଏଏସଆଇ । ଏଏସଆଇର ଏହି ସତ୍ୟପାଠ ପରେ ପ୍ରକଳ୍ପର ବିଶ୍ବସନୀୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପ୍ରକଳ୍ପ ନାଁରେ

ପିନାକ ମିଶ୍ର ନେଲେ କଟକ ଡିସିପି ଦାୟିତ୍ବ

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର । କଟକ ଭଳି ପୁରୁଣା ଓ ସଂସ୍କୃତିସଂପର୍ଣ୍ଣ ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ ଓ ଅପରାଧୀ ମୁକାବିଲା ଉପରେ ଗୁରୁତ୍ବ ଦେବେ ବୋଲି ଦାୟିତ୍ବ ନେବା ପରେ କହିଛନ୍ତି ପିନାକ । ସେହିପରି କଟକର ପରମ୍ପରା ଓ ସଂସ୍କୃତିକୁ ନେଇ

କିଶୋର ପଟେଲ ହେଲେ କଂଗ୍ରେସର ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା କରାଯାଇଛି। କିଶୋର ଚନ୍ଦ୍ର ପଟେଲଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ପ୍ରେସ ବିଜ୍ଞପ୍ତିରେ ସାଧାରଣ ସମ୍ପାଦକ ମୁକୁଳ ଓ୍ବାସନିକ ସୂଚନା ଦେଇଛନ୍ତି। କିଶୋର

୭୦ ବର୍ଷ ବୟସରେ ବାପା ହେବେ ରୁଷ୍‌ ରାଷ୍ଟ୍ରପତି

ଗତ ୭୫ ଦିନ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହାରି ଭିତରେ ମସ୍କୋରେ ଆଜି ବିଜୟ ଦିବସ ପରେଡ୍‌ ଆୟୋଜିତ ହେଉଥିବା ବେଳେ ସେପଟେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ ଜଲ୍‌ଦି ବାପା ହେବାକୁ ଯାଉଥିବା ନେଇ ଗୁଜବ ଉଠିଛି। କୁହାଯାଉଛି ଯେ ପୁଟିନଙ୍କ ଗାର୍ଲଫ୍ରେଣ୍ଡ ତଥା

କୈଳାଶ ପର୍ବତକୁ ନେଇ ରହିଛି ଅନେକ ରହସ୍ୟମୟ କ‌ଥା

ହିନ୍ଦୁ ଧର୍ମରେ କୈଳାଶ ମାନସରୋବର ପର୍ବତକୁ ନେଇ ରହିଛି ମାହାତ୍ମ୍ୟ। ଏହି ସ୍ଥାନକୁ ଭଗବାନ ଶିବଙ୍କର ନିବାସସ୍ଥଳ ବୋଲି ଗ୍ରହଣ କରାଯାଏ। ଏହା ବ୍ୟତୀତ କୈଳାଶ ପର୍ବତକୁ ଏକ ଅଦ୍ଭୁତ ପର୍ବତ ବୋଲି କୁହାଯାଏ। ହିନ୍ଦୁ ପୁରାଣରେ ଉଲ୍ଲେଖ ରହିଛି ଯେ, ଏହି ସ୍ଥାନକୁ ଯାଇ ଦର୍ଶନ କରି

କାଲିଠୁ ବାତ୍ୟା ‘ଅସାନି’ର ପ୍ରଭାବ

କାଲିଠାରୁ ଭୀଷଣ ବାତ୍ୟା ଅସାନିର ପ୍ରଭାବ ରହିବ । ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୦ରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୧୧ରେ ଗଞ୍ଜାମ, ପୁରୀ , ଖୋର୍ଦ୍ଧା , କଟକ ଓ ଜଗତସିଂହପୁରରେ ବର୍ଷିବ । ୧୨ରେ ପୁରୀ,

ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତି ବିଜେଡ଼ି ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଅଳକା ମହାନ୍ତିଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅଳକା ମହାନ୍ତି ହେଉଛନ୍ତି ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ।