Odia News Portal

ଚାଷୀଙ୍କ ଖାତାକୁ ଆସିଲା ‘କାଳିଆ’ ଟଙ୍କା

ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୮୦୪ କୋଟି ଟଙ୍କା ସହାୟତା ଦିଆଯାଇଛି । ୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର

ପ୍ରେମିକା କହିଲା- ମୋତେ ବାହା ହଅ, ନହେଲେ ଆତ୍ମହତ୍ୟା କରିବି

ବନ୍ଧୁତାରୁ ପ୍ରେମ, ତା’ପରେ ନିବିଡ଼ ସମ୍ପର୍କ। ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବେ । ବଡ଼ କଥା ପ୍ରେମିକଙ୍କ ବୟସ ୨୦ ବର୍ଷ ହୋଇଥିବାବେଳେ ପ୍ରେମିକାଙ୍କ ବୟସ ୨୮ । ଏବେ ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା । ଏଭଳି ଘଟଣା

ଜୋର୍ ଧରିଲା ପିସିସି ସଭାପତି ଚୟନ ପ୍ରକ୍ରିୟା

ଜୋର୍ ଧରିଲା କଂଗ୍ରେସର ପିସିସି ସଭାପତି ଚୟନ ପ୍ରକ୍ରିୟା। କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଆସିଲା ଡାକରା। ସମସ୍ତ ବିଧାୟକଙ୍କୁ ଆସନ୍ତା ୯ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାହୁଲ ଗାନ୍ଧି ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ। ଏନେଇ ବିଧାୟକ ସୁର ରାଉତରାୟ

ସ୍ତ୍ରୀକୁ କାଠ ଫଳିଆରେ ପିଟିପିଟି ହତ୍ୟା କଲା ସ୍ବାମୀ

ସ୍ତ୍ରୀକୁ କାଠ ଫଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁଷି ଗ୍ରାମରେ। ସୂଚନା ଅନୁଯାୟୀ ଗତକାଲି କଇଁଷି ଗ୍ରାମର ଗ୍ରାମବାସୀ ମାନେ ଦଧି ଦେଖିବାର ଯାଇଥିବା ବେଳେ ଏହାର ସୁଯୋଗ ନେଇ ରାମ ମୁର୍ମୁ ମଦ୍ୟ ପାନ କରି ସ୍ତ୍ରୀ ଦେଉଲା

ତାରାତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବ :୧୫ରୁ ଅନୁକୂଳ ରୀତିନୀତି ସମ୍ପନ୍ନ

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ସାରା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ବିଧିବଦ୍ଧ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ପ୍ରତିଷ୍ଠା ଉତ୍ସବ ସକାଶେ ପବିତ୍ର ଅକ୍ଷୟ

ଆସୁଛି ବାତ୍ୟା ଆସାନୀ

ଆସୁଛି ବାତ୍ୟା ଆସାନୀ । ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ବାତ୍ୟାରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି । ପାଣିପାଗ ମଡେଲ

ପବିତ୍ର ଅକ୍ଷୟା ତୃତୀୟା: ୪୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଆଜି ପବିତ୍ର ଅକ୍ଷୟା ତୃତୀୟା | ଏହି ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର | ରାଜ୍ୟର ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ | କାଳିଆ ଯୋଜନାରେ ମିଳିବ ଟଙ୍କା | ଚାଷୀମାନେ ମୁଣ୍ଡ ପିଛା ୨ ହଜାର ଟଙ୍କା ଲେଖାଏଁ ପାଇବେ ବୋଲି କୁହାଯାଉଛି । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ

ଗ୍ରୀଷ୍ମ ଦିନେ ସାରା ଦେଶରେ ବିଦ୍ୟୁତ୍ ସଙ୍କଟ

ଗ୍ରୀଷ୍ମ ଦିନେ ସାରା ଦେଶରେ ବିଦ୍ୟୁତ୍ ସଙ୍କଟ। କେଉଁଠି କୋଇଲା ଅଭାବରୁ ବିଜୁଳି ଉତ୍ପାଦନ ହୋଇପାରୁନି ତ କେଉଁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପ ବେଳେ ଏଭଳି ଅବସ୍ଥା ଯୋଗୁଁ ସମସ୍ତେ ହନ୍ତସନ୍ତ। ତା ଉପରେ ପୁଣି ସାଧାରଣ ଲୋକଙ୍କ ପକେଟ୍

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ କ୍ୟାନସର

ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି | ପୁଟିନ୍ ଦୀର୍ଘ ଦିନ ହେଲା କ୍ୟାନ୍ସରରେ ସହ ବହୁବିଧ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି । ତାଙ୍କର ଏବେ ସର୍ଜରୀ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ସାମୟିକ ଭାବେ ଦେଶର ସୁରକ୍ଷା

ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା, ବିଭିନ୍ନ ସ୍ଥାନରୁ ଆସୁଛି ରଥ କାଠ

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି। ଏପଟେ ଆଜି ପୁରୀରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥକାଠ। ଭଞ୍ଜନଗର ଦକ୍ଷିଣ