ରୋପଓ୍ବେ ମଝିରେ ଅଟକିଥିବା ସବୁ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର
ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାର ପରଓ୍ଵାନୁ ନିକଟସ୍ଥ ଟିମ୍ବର ଟ୍ରେଲ ରୋପୱେରେ ଅଟକି ଯାଇଥିବା ଏକ କେବୁଲ କାରରୁ ସମସ୍ତ ୧୧ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ଏହି ଦୁର୍ଘଟଣା ସୋମବାର ଅପରାହ୍ନ ପ୍ରାୟ ୧:୩୦ ଟାରୁ ୨ଟା ମଧ୍ୟରେ ଘଟିଛି । ଏହି କେବୁଲ୍ କାର୍ ମଝି ଆକାଶରେ!-->!-->!-->…
