ସାପ କାମୁଡିବାରୁ ସାପକୁ ଗିଳିଦେଲେ ଜଣେ ଯୁବକ
ଉତ୍ତର ପ୍ରଦେଶର ଜନପଦ ବିନ୍ଦାର କମାସିନ୍ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଏମିତି କାରନାମା କରିଛନ୍ତି, ଯାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ବ୍ୟକ୍ତିଙ୍କୁ ଏକ କଳା ବିଷାକ୍ତ ସାପ କାମୁଡ଼ିଦେଇଥିଲା। ସାପ କାମୁଡ଼ିବା ଯୋଗୁ ତାଙ୍କୁ ଏତେ ରାଗ ଲାଗିଥିଲା ଯେ ସେ ସାପକୁ ହାତରେ ଧରି!-->…
