Odia News Portal

ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ: ଆଜି ରାଜା ଓ ସନ୍ତୋଷକୁ ପଚରାଉଚରା କରିପାରେ ପୋଲିସ୍

ଆଜି ଆସିପାରେ ପୋଷ୍ଟମର୍ଟମ ରିପୋର୍ଟ । ରଶ୍ମିଙ୍କ ସୁଇସାଇଡ୍‌ ନୋଟ୍‌ର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି ପୋଲିସ୍ । ସେପଟେ ଜବତ ହୋଇଥିବା ରଶ୍ମିଙ୍କ ମୋବାଇଲ ଓ ଲାପଟପ୍‌କୁ ଯାଞ୍ଚ କରୁଛି ଟେକ୍ନିକାଲ ଟିମ୍‌ । ଆଜି ନୟାପଲ୍ଲୀ ପୋଲିସ ରାଜା ଓ ବୟଫ୍ରେଣ୍ଡ ସନ୍ତୋଷକୁ ପଚରାଉଚରା କରିପାରେ…

ଯଶଓ୍ବନ୍ତ ସିହ୍ନା ହୋଇପାରନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ

ଦେଶର ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ ଜୁଲାଇ ୧୮ ରେ ଅନୁଷ୍ଠିତ ହେବ । ତେବେ ସମସ୍ତଙ୍କ ନଜର ଏବେ ଶାସକ ଏନଡିଏ ଓ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ରହିଛି। ସୂଚନା ଅନୁଯାୟୀ ଯଶଓ୍ବନ୍ତ ସିହ୍ନା ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ…

ମୃତ୍ୟୁ ଆଗରେ ହାର ମାନିଗଲା ହାତୀ

ଦୀର୍ଘ ପାଞ୍ଚ ଦିନର ପରିଶ୍ରମ ପାଣି ଫୋଟକା ପାଲଟିଗଲା । ଶେଷରେ ଆଖି ବୁଜିଲା ହାତୀ । ସମ୍ବଲପୁରରେ ବି ବଞ୍ଚିପାରିଲାନି ହାତୀ । ପ୍ରଥମ ଆଠଗଡ଼ ଆଉ ଏବେ ସମ୍ବଲପୁରରେ ମରିଯାଇଛି ଦନ୍ତା ହାତୀ । ପୋଖରୀରୁ ବାହାରକୁ ଆସିବା ପରେ ହାତୀଟିର ମୃତ୍ୟୁ ହୋଇଛି ବୋଲି ସମ୍ବଲପୁର ଡିଏଫ୍‌ଓ ସୂଚନା…

ଗରିବ ସେବା କଲ୍ୟାଣ ପ୍ରକୋଷ୍ଠରେ ଯୋଗ ପାଳିତ

ଯୋଗ କଲେ ଶରୀର ସୁସ୍ଥ ଓ ମନ ହାଲକା ରହିଥାଏ । ଯୋଗ ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ।କରୋନା ମହାମାରୀ ପାଇଁ କଟକଣା ଲାଗିଥିବାରୁ ଗତ ଦୁଇବର୍ଷ ହେଲାଣି ଯୋଗ ଦିବସକୁ ଭାରତ ଠିକ୍ ଭାବେ ପାଳି ପାରୁନଥିଲା । ତେବେ ଚଳିତବର୍ଷ କରୋନା ସଙ୍କ୍ରମଣ କମିଥିବାରୁ ଧୂମଧାମରେ ପାଳନ କରାଯାଉଛି ଯୋଗ…

କଂଗ୍ରେସର ୯ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଆଜି ସଂଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବେ ରାଜ୍ୟ କଂଗ୍ରେସର ସମସ୍ତ ୯ ବିଧାୟକ । ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ଇଡି ନୋଟିସକୁ ନେଇ ରଣନୀତି ପ୍ରସ୍ତୁତି ପାଇଁ ଡାକରା ହୋଇଥିବା ଚର୍ଚ୍ଚା ହେଉଛି । ଏହାସହିତ ସଙ୍ଗଠନକୁ କିପରି ମଜବୁତ କରାଯିବ , ଆଗାମୀ ୨୦୨୪ ନିର୍ବାଚନ ପରେ ଦଳର…

ଚିନ୍ତାରେ ମହାରାଷ୍ଟ୍ର ସରକାର: ଉଦ୍ଧବ ଡାକିଲେ ଜରୁରୀ ବୈଠକ

ଚିନ୍ତାରେ ମହାରାଷ୍ଟ୍ର ସରକାର । ସଂକଟ ମଧ୍ୟରେ ମହାରାଷ୍ଟ୍ରର ମେଣ୍ଟ ସରକାର । ବିଧାନ ପରିଷଦ ନିର୍ବାଚନ ପରେ ଚିନ୍ତାରେ ଉଦ୍ଧବ ସରକାର । ଠାକ୍‌ରେଙ୍କ ସରକାର ଉପରେ ପୁଣି ଛାଇଛି କଳାର ବାଦଲ । ଅଚାନକ ୨୦ ରୁ ୨୫ ଶିବସେନା ବିଧାୟକଙ୍କ ପତ୍ତା ମୁଳିନାହିଁ । ବରିଷ୍ଠ ନେତା ତଥା ସହରୀ ବିକାଶ…

ବିଶ୍ଵ ପ୍ରସିଦ୍ଧ ରାମ ମନ୍ଦିର ଟ୍ରଷ୍ଟ ନିକଟକୁ ଆସିଥିବା ୧୫ ହଜାରଟି ଚେକ୍‌ ବାଉନ୍ସ

ଅଯୋଧ୍ୟାରେ ନିର୍ମାଣ ଚାଲିଛି ବିଶ୍ଵ ପ୍ରସିଦ୍ଧ ରାମ ମନ୍ଦିର । ଏନେଇ ସମଗ୍ର ଦେଶ ତଥା ବିଦେଶରୁ ଛୁଟୁଛି ଦାନର ସୁଅ। ଏଥିନିମନ୍ତେ ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି। ହେଲେ ଏବେ ଶୁଣିବାକୁ ମିଳୁଛି, ଟ୍ରଷ୍ଟ ନିକଟକୁ ଆସିଥିବା ପ୍ରାୟ ୧୫ ହଜାରଟି ଚେକ୍‌ ବାଉନ୍ସ ହୋଇ ଯାଇଛି। ଏହି…

ସାରା ବିଶ୍ୱ ପାଳୁଛି ଯୋଗ ଦିବସ

ବିଶ୍ୱବ୍ୟାପୀ ପାଳିତ ହେଉଛି ଯୋଗ ଦିବସ । ଯୋଗ କଲେ ଶରୀର ସୁସ୍ଥ ଓ ମନ ହାଲକା ରହିଥାଏ । ଯୋଗ ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । କରୋନା ମହାମାରୀ ପାଇଁ କଟକଣା ଲାଗିଥିବାରୁ ଗତ ଦୁଇବର୍ଷ ହେଲାଣି ଯୋଗ ଦିବସକୁ ଭାରତ ଠିକ୍ ଭାବେ ପାଳି ପାରୁନଥିଲା । ତେବେ ଚଳିତବର୍ଷ କରୋନା ସଙ୍କ୍ରମଣ…

କୋଭିଡ ଅପଡେଟ୍: ଦେଶରେ ୯,୯୨୩ ନୂଆ ମାମଲା

ମଙ୍ଗଳବାର ଦେଶରେ କୋଭିଡ-୧୯ ର ୯,୯୨୩ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ମୋଟ କୋଭିଡ୍ ମାମଲା ୪,୩୩,୧୯,୩୯୬ରେ ପହଞ୍ଚିଥିବା ବେଳେ ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୯,୩୧୩ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା…

ଅଶାନ୍ତ ହେଲା ଆମେରିକା

ପୁଣି ଅଶାନ୍ତ ହେଲା ଆମେରିକା । ଓ୍ବାସିଂଟନ ଡିସିର ଜୁନିଟିନ୍ଥ ମ୍ୟୁଜିକ କନସର୍ଟରେ ଆଖିବୁଜା ଗୁଳିମାଡ଼ । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ଥିବା ସୂଚନା ରହିଛି । ହ୍ବାଇଟ ହାଉସ ଠାରୁ ମାତ୍ର ୩ କିମି ଦୂରରେ ଏହି…