Odia News Portal

ଡାହାଣି ସନ୍ଦେହରେ ହତ୍ୟା ଅଭିଯୋଗ

କରଞ୍ଜିଆ: ଘର ବାରଣ୍ଡାରୁ ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଯଶିପୁର ଥାନା ପୋଡାଗଡରେ ବୃଦ୍ଧାଙ୍କୁ ଡାହାଣି ସନ୍ଦେହରେ ହତ୍ୟା ଅଭିଯୋଗ । ପଥରରେ ଛେଚି ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ଡାହାଣୀ ସନ୍ଦେହରେ ପୂର୍ବରୁ କିଛି ଲୋକ ବୃଦ୍ଧାଙ୍କ ସହ…

ଆସନ୍ତା ୩ ଦିନରେ ଓଡ଼ିଶାକୁ ଛୁଇଁବ ମୌସୁମୀ

ଆସନ୍ତା ୩ ଦିନରେ ଓଡ଼ିଶାର ଅଧିକାଂଶ ଅଂଚଳକୁ ଛୁଇଁବ ମୌସୁମୀ । ମୌସୁମୀର ଉତ୍ତର ସୀମା ଏବେ ଓଡ଼ିଶାର ଭବାନୀପାଟଣାକୁ ଛୁଇଁଛି । ଆସନ୍ତା ୩ ଦିନରେ ମୌସୁମୀ ଆହୁରି ଅଗ୍ରଗତି କରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ର ଆଉ କିଛି ଅଂଶ, ବିଦର୍ଭ ଓ ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଂଶକୁ ଛୁଇଁବାର…

କଥା ଦେଇ କଥା ରଖିଲେନି ବିଧାୟକ

କୋର୍ଟ ମ୍ୟାରେଜ ପାଇଁ ଗତମାସ 17 ତାରିଖରେ ଆବେଦନ କରିଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କୋର୍ଟକୁ ଆସିଲେନି । ଆବେଦନର ମାସକ ପରେ ଆଜି କଥା ମୁତାବକ ସବରେଜିଷ୍ଟ୍ରୀ ଅଫିସ୍ରେ ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା। ତେବେ ଦୀର୍ଘ ସମୟ ଅପେକ୍ଷା କଲା ପରେ ବି ବିଧାୟକ ଆସିନଥିଲେ।…

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ,ଜୁନରୁ ଅକ୍ଟୋବର ମାସ ଗୁରୁତ୍ୱପୂର୍ଣ୍ଣ:ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି…

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ଏହା ମଧ୍ୟରେ ଅଗ୍ନିପଥ ଯୋଜନାର ସପକ୍ଷରେ ବାହାରିଛନ୍ତି ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ । ତେବେ ସେ ନିଜର ଟୁଇଟରରେ ଲେଖିଛନ୍ତି, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଚକ୍ଷଣ ଯୋଜନା। ଦେଶର ସେବା କରିବ…

ବିନା ଡ଼ାଇରେକ୍ଟରରେ ଚାଲିଛି ଭୁବନେଶ୍ୱର ଆଇଆଇଟି

ଦୁଇ ବର୍ଷ ହେଲା ବିନା ଡାଇରେକ୍ଟରରେ ଚାଲିଛି ଭୁବନେଶ୍ୱର ଆଇଆଇଟି । କେବଳ ଏତିକି ନୁହେଁ ବରଂ ଏହି ଦୁଇ ମାସ ମଧ୍ୟରେ ଆଠଟି ଆଇଆଇଟିରେ ନିର୍ଦ୍ଦେଶକ ନିଯୁକ୍ତ କରିବାରେ କେନ୍ଦ୍ର ସରକାର ସକ୍ଷମ ହୋଇ ନାହାଁନ୍ତି। ଏପରିକି ଏହି ଆଠଟି ଆଇଆଇଟିରେ ସରକାର ପଦବୀ ପାଇଁ ସାକ୍ଷାତକାର ପାଇବା ପରେ ମଧ୍ୟ…

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ କଟକରେ ବିରୋଧ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ କଟକରେ ବିରୋଧ । ସେପଟେ ଅଗ୍ନିପଥ ଯୋଜନା ମାଧ୍ୟମରେ ସେନାରେ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଆର୍ମି ନିଯୁକ୍ତି ଅଫିସ ପାଖରେ ବି ଅଗ୍ନିପଥ ବ୍ୟବସ୍ଥାକୁ ବିରୋଧ କରି…

ସମୁଦ୍ରକୁ ମାଛ ଧରିବାକୁ ଯାଇ ଗତକାଲିଠୁ ନିଖୋଜ ୧୩ ମତ୍ସ୍ୟଜୀବୀ

ମଝି ସମୁଦ୍ରରେ ବୁଡ଼ିଗଲା ଟ୍ରଲର । ସମୁଦ୍ରକୁ ମାଛ ଧରିବାକୁ ଯାଇ ଗତକାଲିଠୁ ନିଖୋଜ ହୋଇଯାଇଥିବା ୧୩ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଦିଆଯାଇଛି। ହେଲେ ସେମାନଙ୍କୁ ନେଇ ଯାଇଥିବା ଟ୍ରଲରଟି ସମୁଦ୍ର ମଝିରେ ବୁଡ଼ି ଯାଇଛି। ଏପରି ଅଘଟଣ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ…

ରାହୁଲ ସାହୁଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ରାହୁଲ ସାହୁଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ୧୦୪ ଘଣ୍ଟାର ଅପରେସନ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ । ଏନେଇ ଘୋଷଣା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ରାହୁଲ ବୋରୱେଲ ଗାତରେ ଫସିଥିବା ଘଟଣା ଏବଂ ଉଦ୍ଧାର କରିବା ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ । କିଭଳି…

ଇମ୍ୟୁନିଟୀ ବଢ଼ାଇବ ଦହି ନଡିଆ ଚଟଣୀ

ଗରମ ଦିନରେ ଶରୀର ଏବଂ ପେଟରେ ବଢ଼ୁଥିବା ଗରମକୁ କମ୍‌ କରିବା ପାଇଁ ନଡିଆ ଖାଇବା ବହୁତ ଲାଭଦାୟକ। ନଡିଆରେ ଆଣ୍ଟିଆକ୍ସିଡେଣ୍ଟସ ଭରପୂର ମାତ୍ରାରେ ରହିଥାଏ। ଏହାର ସେବନ ଆଇରନର ଅଭାବକୁ ଦୂର କରିବା ପାଇଁ କରାଯାଏ। ତେବେ ଏହି ପ୍ରଚଣ୍ଡ ଗରମରେ ସାମାନ୍ୟ ଆରାମ ପାଇବା ପାଇଁ ଆମେ ଆପଣଙ୍କ ପାଇଁ…