Odia News Portal

ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ୧୧ ଜଣ ପ୍ରାର୍ଥୀ

ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜି ସାରିବା ପରେ ଏବେ ନାମାଙ୍କନ ଦାଖଲ ପକ୍ରିୟା ଆରମ୍ଭ ହୋଇଛି | ତେବେ ନାମାଙ୍କନ ଦାଖଲ କରିବାର ପ୍ରଥମ ଦିନରେ ୧୧ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଜଣେ ପ୍ରାର୍ଥୀଙ୍କ ପତ୍ର ଖାରଜ ହୋଇ ଯାଇଛି। ନାମାଙ୍କନ…

ଅସୁସ୍ଥ ମହାପ୍ରଭୁ: ଶ୍ରୀବିଗ୍ରହଙ୍କ ନିକଟରେ ଲାଗି ହେଲା ଶୁକ୍ଳବସ୍ତ୍ର

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ | ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ମହାପ୍ରଭୁ | ଭଗବାନଙ୍କ ଅସୁସ୍ଥତାରେ ଯେମିତି ଶ୍ରୀମନ୍ଦିରରେ ନିରବତା ଛାଇଯାଇଛି। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି…

ପରୀକ୍ଷଣ ହେଲା ସ୍ୱଳ୍ପ ଦୂରଗାମୀ ବାଲେଷ୍ଟିକ ମିସାଇଲ ପୃଥିବୀ-୨

ପରୀକ୍ଷଣ ହେଲା ସ୍ୱଳ୍ପ ଦୂରଗାମୀ ବାଲେଷ୍ଟିକ ମିସାଇଲ ପୃଥିବୀ-୨ । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ପୃଥିବୀ-୨କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯାଇଛି । ପୃଥିବୀ-୨ର ଲକ୍ଷ୍ୟଭେଦ କ୍ଷମତା ୨୫୦ରୁ ୩୦୦…

ପାକିସ୍ତାନରେ ୧୨-୧୨ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ, ଜାଣନ୍ତୁ କ’ଣ ରହିଛି କାରଣ

ଶ୍ରୀଲଙ୍କା ପରେ ଏବେ ପୁଣି ପାକସ୍ତାନରେ ଦେଖିବାକୁ ମିଳିଛି ବିଜୁଳି ସଙ୍କଟ । ଏବେ ଅନ୍ଧାର ଘେରରେ ରହୁଛି ପାକିସ୍ତାନର ଅନେକ ଅଞ୍ଚଳ । ଗୋଟିଏ କି ଦୁଇ ଘଣ୍ଟା ନୁହେଁ ୧୨-୧୨ଘଣ୍ଟା ଲେଖାଏଁ କାଟ ହେଉଛି ବିଜୁଳି । ଏପରି ବିଦ୍ୟୁତ ଅଭାବ ଦେଖାଯାଉଥିବାରୁ ଶ୍ରୀଲଙ୍କା ପରି ଅବସ୍ଥା ହେବାର ଆଶଙ୍କା…

ପୁଅକୁ ପିଟିପିଟି ମାରିଦେଲେ ସାବତ ମା ବାପା

ଜଗତସିଂହପୁର ପାରାଦୀପ ତ୍ରିଲୋଚନପୁରରେ ଅଭାବନୀୟ ଘଟଣା । ରଜ ପାଇଁ ଗାଁ ଉତ୍ସବମୁଖର ଥିବାବେଳେ ସ୍କୁଲ ପଛପଟୁ ମିଳିଲା ନାବାଳକର ମୃତଦେହ । ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି…

ଅଣସରକୁ ଗଲେ ଶ୍ରୀଜିଉ, ଆଜିଠୁ ଦର୍ଶନ ଦେବେ ଅଲାରନାଥ

ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଅଲାରନାଥ । ଆରମ୍ଭ ହୋଇଛି ଅଲାରନାଥଙ୍କ ଅଣସର ଦର୍ଶନ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭୋରରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡପଲାଗି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ ଦ୍ବାର ଫିଟାଯିବା ପରେ ମନ୍ଦିରର ସମସ୍ତ…

ଆହୁରି ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା:ପ୍ରମିଳା ମଲ୍ଲିକ

ବନ୍ୟା ଆଉ ବାତ୍ୟା ଆମ ରାଜ୍ୟକୁ ପ୍ରାୟ ପ୍ରତ୍ୟେକ ବର୍ଷ ଆସିଥାଏ । ସେପଟେ ବାତ୍ୟା ଆସିବା ଦ୍ବାରା ରାଜ୍ୟ ସରକାରଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ଏହା ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବଡ଼ ଘଷନା କରିଛନ୍ତି । ତେବେ ବନ୍ୟା, ବାତ୍ୟା, ମରୁଡ଼ି ପରି…

ଚଳିତ ବର୍ଷ ହେବ କଟକ ବାଲିଯାତ୍ରା

ଚଳିତ ବର୍ଷ ହେବ କଟକ ବାଲିଯାତ୍ରା  ।  ବାଲିଯାତ୍ରାକୁ ଜାତୀୟ ସ୍ତରର ମେଳାର ରୂପ ଦେବାନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସବୁ ବିଭାଗ କୁ ଏବେଠୁ ପ୍ରସ୍ତୁତି ରହିବା ଏବଂ କାର୍ଯ୍ୟ ଆରମ୍ଭ କରିବାକୁ କଟକ ଜିଲ୍ଲାପାଳ ଦେଇଛନ୍ତି  ପରାମର୍ଶ  । କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ବନ୍ଦ…

ଚାରିଦିନ ହେଲାଣି ବୋରଓ୍ବେଲ ଭିତରେ ଫସି ରହିଛି ରାହୁଲ

ତିନିଦିନ ହେଲାଣି 80 ଫୁଟ ଗଭୀର ବୋରଓ୍ବେଲ ଭିତରେ 10 ବର୍ଷର ରାହୁଲ । ରାହୁଲକୁ ଉଦ୍ଧାର ପାଇଁ ସମସ୍ତ ଉଦ୍ୟମ ଚାଲିଥିଲେ ମଧ୍ୟ 50 ଘଣ୍ଟା ପରେ ବି ରାହୁଲ ପାଖରେ ପହଞ୍ଚିବା ସମ୍ଭବ ହୋଇନି । ସୋମବାର ସକାଳ 5 ଟାରେ ରାହୁଲ କେବଳ ଦୁଇଟି କଦଳୀ ଖାଇଥିବା କୁହାଯାଉଥିଲେ ହେଁ ପରବର୍ତ୍ତୀ ଦଶଘଣ୍ଟା…

ନୂପୁର ଶର୍ମାଙ୍କୁ ସମର୍ଥନ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଏବେ ଦେଶ‌ରେ ହିଂସା ବଢ଼ାଇଦେଇଛି। ଦେଶର ବିଭିନ୍ନ ସ୍ଥାନରେ ହିଂସା ଓ ପ୍ରତିବାଦର ସ୍ୱର ଉଠିଛି । ବିଭିନ୍ନ ରାଜ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି। ନୂପୁର ଶର୍ମାଙ୍କୁ…