କୋଣାର୍କ ଅଭାୟରଣ୍ୟରେ ନିଆଁ,୩ ଏକର ଜଙ୍ଗଲ ପୋଡି ପାଉଁଶ
କୋଣାର୍କ ଅଭୟାରଣ୍ୟର ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁରୁଜଙ୍ଗ ସେକ୍ସନ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛପଟେ ୩ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି। ଚମ୍ପାହର ଅଗ୍ନିଶମ କେନ୍ଦ୍ରର ୧୦ଜଣ ଅଗ୍ନିସମ କର୍ମଚାରୀ ଓ ବନବିଭାଗର ଦୁଇଜଣ କର୍ମଚାରୀ ୪ଘଣ୍ଟାଧରି!-->…
