ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହୋତ୍ସବ
ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସଵ |ଆଜି ମଧ୍ୟ ରୁକ୍ମଣୀ ହରଣ ଏକାଦଶୀ | ସେଥିପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ସଂପାଦନ କରାଯାଇଛି | ସକାଳଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମହାପ୍ରଭୁଙ୍କ ମଦନମୋହନଙ୍କ ବେଶ ହୋଇଥିଲା | ପରେ ମଦନ ମୋହନ ରତ୍ନ ସିଂହାସନକୁ!-->…
