ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡିଲେ ଜଣେ ପୋଷ୍ଟାଲ ଇନ୍ସପେକ୍ଟର
ଲାଞ୍ଚ ପୋଷ୍ଟାଲ ଇନ୍ସପେକ୍ଟର । କାବୁ କଲା ସିବିଆଇ । ସେ ହେଉଛନ୍ତି ସୁନ୍ଦରଗଡ଼ ମୁଖ୍ୟ ପୋଷ୍ଟ ଅଫିସର ପୋଷ୍ଟାଲ୍ ଇନ୍ସପେକ୍ଟର ଉଜ୍ଜଳ କୁମାର । ସେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି । ନିଜ ଅଧିନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ୬ମାସର ବକେୟା ଦରମା!-->…
