Odia News Portal

ନନ୍ଦନକାନନରେ ଆଖି ବୁଜିଲା ମାଇ ସିଂହୀ ଶ୍ୟାମା

ନନ୍ଦନକାନନରେ ମାଇ ସିଂହୀ ଶ୍ୟାମାର ଆଜି ମୃତ୍ଯୁ ହୋଇଛି। ଏହାର ମୃତ୍ଯୁ ପରେ ଏମାନଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି। ଗତ ତିନି ବର୍ଷ ହେଲା ସିଂହୀ ଶ୍ୟାମା ଅସୁସ୍ଥ ଥିଲା । ତାର କାନ ପାଖରେ ଏକ ଟ୍ୟୁମର ହୋଇଥିଲା ତାକୁ ଅପରେସନ କରାଯାଇଥିଲା । ଏହା ପରେ ତାର ମଳଦ୍ବାର ନିକଟରେ ଏକ ଟ୍ୟୁମର ହୋଇ

ମାନସ ସ୍ବାଇଁ ହତ୍ୟା ମାମଲା, ଜେଲ୍‌ରେ ଅଭିଯୁକ୍ତଙ୍କୁ ହେବ ଜେରା

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ଭାଗ୍ୟଧର ଓ ବିବେକକୁ ପଚରାଉଚରା କର। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ ନେତୃତ୍ୱରେ ଜେଲକୁ ଯିବ

ଗଣଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ

ପାଟପୁର ଗାଁରେ ଗଣ ଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ । ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜୋରିମାନା । ସୁକିନ୍ଦା ଥାନା ପାଟପୁର ଅଞ୍ଚଳରେ ଗତ ୨୦୧୯

ଚାରି ବର୍ଷ ପରେ ହେବ ଆଇପିଏଲର ଉଦଯାପନୀ ଉତ୍ସବ

ବିସିସିଆଇ ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଉଦଯାପନୀ ଉତ୍ସବର ଆୟୋଜନ କରିବାକୁ ଚାହୁଁଛି। ଚାରି ବର୍ଷ ପରେ ପ୍ରଶଂସକମାନେ ଟୁର୍ନାମେଣ୍ଟର ଉଦଯାପନୀ ଉତ୍ସବ ଦେଖିବାକୁ ପାଇବେ | ଏହି ସୁପର ସୋ ପାଇଁ ବିସିସିଆଇ ଏକ ଟେଣ୍ଡର ଆହ୍ବାନ କରିଛି। ସର୍ବୋଚ୍ଚ ମୂଲ୍ୟ ବିଡ୍ କରିଥିବା

ଜଳେଶ୍ଵରରୁ ପୁଣି ବ୍ରାଉନସୁଗାର ଜବତ

ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ଦିନକୁ ଦିନ ବଢୁଛି ନିଶା କାରବାର। ଜଳେଶ୍ଵର ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ଏହି ଧଳାଜହର କାରବାରର କିଙ୍ଗ୍ ପିନ୍‌କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଛି। ସୂଚନାନୁଯାୟୀ,

ଛତିଶଗଡ଼ ଓ ମହାରାଷ୍ଟ୍ରରେ କଂଗ୍ରେସର ବାଜିମାତ୍

ପଶ୍ଚିମବଙ୍ଗର ଆସାନସୋଲର ଲୋକସଭା ଆସନ ଓ ବାଲିଗଞ୍ଜର ବିଧାନସଭା ଆସନ ସମେତ ଛତିଶଗଡର ଖଇରାଗଡ, ବିହାରର ବୋଚାହନ ଏବଂ ମହାରାଷ୍ଟ୍ରର ଉତ୍ତର କୋହ୍ଲାପୁର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। କୌଣସି ଆସନରେ ବି ବିଜେପି ଖାତା ଖୋଲିପାରି ନାହିଁ । ପଶ୍ଚିମବଙ୍ଗରେ

ବଦଳିବ ରାଜ୍ୟ ଗ୍ରନ୍ଥାଗାର

ବଦଳିବ ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଚେହେରା । ପାଠକମାନଙ୍କ ସୁବିଧା ପାଇଁ ଆଗାମୀ ଦିନରେ ସୂଚନା ପ୍ରଯୁକ୍ତି ମାଧ୍ୟମରେ ପୁସ୍ତକ ପଞ୍ଜୀକରଣ, ପାଠକ ପଞ୍ଜୀକରଣ କରାଯାଇ ଏହାକୁ ଅତ୍ୟାଧୁନିକ ପାଠାଗାରରେ ପରିଣତ କରାଯିବ । ଏଥିପାଇଁ ସରକାର ଯୋଜନା କରୁଛନ୍ତି ବୋଲି ସଂସ୍କୃତି ବିଭାଗ

ଆଜି ଆସିବ ଗୋଟିଏ ଲୋକସଭା ଏବଂ ଚାରି ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ

ଗୋଟିଏ ଲୋକସଭା ଏବଂ ଚାରୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ ଆଜି ଆସିବ । ଭୋଟ୍ ଗଣତି ଆଜି ସକାଳ ୮ ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ସୁଦ୍ଧା ଫଳ ସ୍ପଷ୍ଟ ହୋଇଯିବ । ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନ ସହ ବାଲିଗଞ୍ଜ ବିଧାନସଭା ସିଟ୍ ଏବଂ ମହାରାଷ୍ଟ୍ର, ଛତିଶଗଡ,

ଲିଙ୍ଗିପୁର ଏଟିଏମ ଲୁଟ ଘଟଣାରେ ୨ ଗିରଫ

ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ ଗିରଫ ହେଲେ ୨ ଅଭିଯୁକ୍ତ । ବାଙ୍ଗାଲୋରରୁ ଲୁଟେରା ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ତାଡି

ଏ ବର୍ଷ ୧୦ ଦିନ ଖରାଛୁଟି

ଜୁନ୍ ୬ ରୁ ୧୬ ସ୍କୁଲରେ ଖରା ଛୁଟି। ପାଠପଢା ପାଇଁ ସ୍କୁଲ ଖରାଛୁଟିରେ କାଣ୍ଟଛାଣ୍ଟ କରାଯାଇଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ। ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏଁ