ପକ୍ଷୀ ସହ ଆକାଶରେ ଉଡିଲେ ଏହି ବ୍ୟକ୍ତି
ଆପଣ ଆକାଶରେ ପକ୍ଷୀ ଉଡିଥିବାର ଦେଖିଥିବେ । ଉଡିବା ସମୟରେ ପକ୍ଷୀମାନେ ଅତି ସୁନ୍ଦର ଲାଗିବା ସହ ଆକାଶର ଶୋଭା ବଢାଇଥାନ୍ତି । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଉଡିବା ସମୟରେ ପକ୍ଷୀଙ୍କ ଟେକନିକ୍ କିପରି ରହିଥାଏ ? ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଏହା!-->…
