Odia News Portal

ଆଜି ଆକାଶରେ ଚମକିବ ଗୋଲାପୀ ଜହ୍ନ

ଆଜି ପୂର୍ଣ୍ଣିମା ଅବସରରେ ଆକାଶରେ ଚମକିବ ଗୋଲାପୀ ଜହ୍ନ । ଏଥିରେ କିଛି ସତ୍ୟତା ରହିଛି ନା ଆଉ କିଛି । ଏନେଇ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଏହା ପଛର ସତ୍ୟତା ଦର୍ଶାଇଛନ୍ତି । କ’ଣ ଏହି ଗୋଲାପୀ ଜହ୍ନ । ଏହା କେବଳ ଏକ ନାମକରଣ ଯାହାକି ଉତ୍ତର

ସମୁଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ

ସମୁଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ। ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ସିଙ୍ଗିଳା ଥାନା ଅଞ୍ଚଳର ବଂଶୀଧର ବେହେରା। ସମୁଦ୍ର କୂଳ ସେକ୍ଟର ୯ରେ ବଂଶୀଧର ଗାଧୋଉଥିବା ବେଳେ ଗଭୀର ସମୁଦ୍ର ଭିତରକୁ ପଶିଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡଙ୍କ ଦ୍ଵାରା ଉଦ୍ଧାର

ସୁଆଣ୍ଡୋର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ ଭି.କେ ପାଣ୍ଡିଆନ । ସୁଆଣ୍ଡୋରେ ବରିଷ୍ଠ ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ପ୍ରକଳ୍ପ ତ୍ୱରାନ୍ଵିତ ହୋଇଛି । ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ଓ

ଦିଲ୍ଲୀକୁ ଫେରୁଛି କୋଭିଡ ବିପଦ

ପୁଣି ଲାଗୁ ହୋଇପାରେ କରୋନା କଟକଣା । କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ କଟକଣା ଲାଗୁ କରିବା ଲାଗି ଚିନ୍ତା କରୁଛନ୍ତି କର୍ତ୍ତୃପକ୍ଷ । ଏନେଇ ଆସନ୍ତା ଏପ୍ରିଲ ୨୦ରେ ବୈଠକ ଡ଼ିକିଛି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଡିଡିଏମଏ । ଏହି ବୈଠକରେ ମାସ୍କକୁ

ମସ୍ତିସ୍କକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ତରିକା

ଯଦି ଆମ ମନ ଓ ମସ୍ତିସ୍କ ଦୁଇଟି ସୁସ୍ଥ ରହିଥାଏ, ତେବେ ଆମେ ଫିଟ ରହିଥାଉ | ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ, ଯାହା ମସ୍ତିସ୍କକୁ ସୁସ୍ଥ ରଖିବା ପାଇଁ ସହାୟତା କରିଥାଏ | ଯଦି ଆମ ମସ୍ତିସ୍କ ସୁସ୍ଥ ରହି ନଥାଏ ତେବେ ଆମେ ବହୁ କଥା ଭୁଲି ଯାଇଥାଉ | ଆସନ୍ତୁ ଜାଣିବା ମସ୍ତିସ୍କକୁ ସୁସ୍ଥ

ଯୁଦ୍ଧ ଅଧିକ ଦିନ ଚାଲିଲେ ପରମାଣୁ ଆକ୍ରମଣ କରାଯିବ:ରୁଷ୍‌

୫୦ ଦିନରୁ ଊର୍ଦ୍ଧ୍ୱକୁ ବ୍ୟାପିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନର ସମସ୍ତ ଅଞ୍ଚଳରେ ଏକକାଳୀନ ଏୟାର ଷ୍ଟ୍ରାଇକ୍ ଆଲର୍ଟ ଘୋଷଣା କରିବା ପରେ ରୁଷ୍ କିଭ୍‌ରେ ଲଗାତାର ଗୋଟିଏ ପରେ ଗୋଟିଏ ୩ ଟି ମିସାଇଲ୍ ମାଡ଼ କରିଛି । ଏଥି ସହିତ ରୁଷ ଧମକ ଦେଇଛି ଯେ ଯଦି ଯୁଦ୍ଧ ଜାରି ରହେ, ତେବେ ଆମେ

ଜୀବନ ନେଲା ମୋବାଇଲ୍ ଗେମ୍

ଜୀବନ ନେଲା ମୋବାଇଲ୍ ଗେମ୍। ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟାକରି ଫିଙ୍ଗିଦେଲେ ଦୁଇ ସାଙ୍ଗ। କୋରାପୁଟ ସହରର ମସିପୁଟ ଗ୍ରାମରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସୂଚନାନୁଯାୟୀ, ଗୁରୁବାର ଗାଁ ସ୍କୁଲ୍ ନିକଟରେ ୩ ସାଙ୍ଗ ମିଶି ମୋବାଇଲ୍ ଗେମ୍ ଖେଳୁଥିଲେ। ଏତିକି ବେଳେ ଜଣେ ସାଙ୍ଗ ଅନ୍ୟ

୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଆଶଙ୍କା

ଆଜିଠୁ ଆସନ୍ତା ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଓ ଘଡ଼ଘଡ଼ି, ବଜ୍ରପାତ ଆଶଙ୍କା । ୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଘଡ଼ଘଡ଼ି ଓ ବଜ୍ରପାତ ଆଶଙ୍କା ଥିବା କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି,

ଇଂଲଣ୍ଡ ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ରୁଟ୍

ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କ୍ରମାଗତ ପରାଜୟ ପରେ ରୁଟଙ୍କ ଉପରେ ପଦ ଛାଡିବା ପାଇଁ ଚାପ ରହିଥିଲା | ଅଷ୍ଟ୍ରେଲିଆ ବିପକ୍ଷରେ ଆସେସ ସିରିଜରେ ୪-୦ରେ ହାରିବା ପରେ ୱେଷ୍ଟଇଣ୍ଡିଜ ନିକଟରୁ ମଧ୍ୟ ଇଂଲଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ

4 ଜିଲ୍ଲାରେ ଭୂକମ୍ପ ଝଟକା

ଚାରି ଜିଲ୍ଲାରେ ମୃଦୁ ଭୂକମ୍ପ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 11ଟା 19 ମିନିଟରେ ଗଞ୍ଜାମ, ନୟାଗଡ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.5 ଥିଲା । ଭୂକମ୍ପର