ରାଜ୍ୟର ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୫୭୦୦ ଟଙ୍କାର ୟୁନିଫର୍ମ ଭତ୍ତା
ରାଜ୍ୟର ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୫୭୦୦ ଟଙ୍କାର ୟୁନିଫର୍ମ ଭତ୍ତା । ତେବେ ରାଜ୍ୟର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପାଇଁ ପୋଷାକ ଭତ୍ତା ପ୍ରଦାନ କରିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ବର୍ଷକୁ ଜଣେ କର୍ମଚାରୀଙ୍କୁ ପୋଷାକ ଓ ଅନ୍ୟ ଆନୁସଙ୍ଗିକ ଜିନିଷ କିଣିବାକୁ!-->…
