Odia News Portal

ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ । ରାୟଗଡ଼ାର ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ ୬ ଲକ୍ଷ ଟଙ୍କା ସହ ଧରିଛି ଭିଜିଲାନ୍ସ । ନିନା ବେଉରା ଅନୈତିକ ଉପାୟରେ ଅର୍ଜିତ ଟଙ୍କା ସହ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ପାଇଁ

ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧରେ ପ୍ରେରିତ କରିବା ଉଚିତ୍ : ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ

ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କୁ ଶୈକ୍ଷିକ ଏବଂ ବୋ÷ଦ୍ଧିକ କ୍ଷେତ୍ରରେ ଶିକ୍ଷିତ କରାଇବା ସହ ସେମାନଙ୍କୁ ଉଚ୍ଚ ମାନର ନୈତିକ ମୂଲ୍ୟବୋଧର ମନ୍ତ୍ର ଦେବା ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଏକ ବଡ ଦାୟିତ୍ୱ ରହିଛି ବୋଲି କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଶ୍ରୀ ଏମ୍.ଏମ୍. ରାଜେନ୍ଦ୍ରନ ।

ସୋଆକୁ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ମାନ୍ୟତାରେ ସମ୍ମାନିତ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମିଳିଛି ଆଉ ଏକ ସଫଳତା । କ୍ୟୁଏସ୍ ଆଇ-ଗଜ୍ ଦ୍ୱାରା ପ୍ରସ୍ତୁତ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ତାଲିକାରେ ସୋଆକୁ ସ୍ଥାନ ମିଳିଛି । ୟୁକେ ସ୍ଥିତ କ୍ୟୁଏସ୍ କ୍ୱାକ୍କ୍ୱାରେଲି ସିମଣ୍ଡସର

୨୪ ବର୍ଷ ପରେ ଭାଙ୍ଗିଲା ସମ୍ପର୍କ

ସଲମାନଙ୍କ ସାନ ଭାଇ ଏବଂ ବଲିଉଡ ଷ୍ଟାର ସୋହେଲ ଖାନ ଏବଂ ପତ୍ନୀ ସୀମା ଖାନ୍‌ଙ୍କ ଭିତରେ ଫାଟ । ଖୁବ୍‌ଶୀଘ୍ର ଦୁଇ ଜଣ ତଲାକ୍ ଦେଉଛନ୍ତି । ମୁମ୍ବାଇ ଫ୍ୟାମିଲି କୋର୍ଟରେ ତଲାକ ପାଇଁ ମାମଲା ରୁଜୁ ହୋଇଛି । ଶୁକ୍ରବାର ଏହି ଦୁଇ ଜଣ କୋର୍ଟରୁ ଅଲଗା ଅଲଗା ହୋଇ ବାହାରିଥିଲେ । କିନ୍ତୁ ଏବେବି ଦୁଇ

୧୫ ଦିନ ତଳେ ହୋଇଥିଲା ବାହାଘର, ଆଖି ବୁଜିଦେଲେ ଡାକ୍ତର

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ଆତ୍ମହତ୍ୟା । ମୃତ ଯୁବ ଡାକ୍ତର ଶିଶିର କୁମାର ସାହୁ ଘରୋଇ ମେଡିକାଲରେ ଅର୍ଥପେଡିକ୍ ଡାକ୍ତର ଥିଲେ । ବାପା ବଂଶୀଧର ସାହୁ ଅବସରପ୍ରାପ୍ତ ଡାକ୍ତର ଥିଲେ । ମା’ ବିଜୟଲକ୍ଷ୍ମୀ ସାହୁ ଝାରସୁୁଗୁଡା ଦଲ୍ଲୀପାଲ୍ଲୀ ମେଡିକାଲରେ କାର୍ଯ୍ୟରତ ଅଛନ୍ତି ।

ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିନଙ୍କ ପରଲୋକ

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିନଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଶେଖ୍ ଖୋଲିବା ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ। ୟୁଏଇର ସରକାରୀ ଗଣମାଧ୍ୟମ ଡବ୍ଲୁଏଏମ୍ ଶୁକ୍ରବାର ଏହି ସୂଚନା ଦେଇଛି | ରାଷ୍ଟ୍ରପତି ବ୍ୟାପାର

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ, ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭିଜିଲାନ୍ସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଜଣେ ଇନ୍ସପେକ୍ଟର ଲାଞ୍ଚ ନେଉଥିବା ବେଳେ ନିଜ ବିଭାଗର ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ଜଣେ ସରକାରୀ ଅଧିକାରୀଙ୍କ ଠାରୁ

ଏଚ୍ଏସ୍ ୨୦୦ ରକେଟର ସଫଳ ପରୀକ୍ଷଣ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ସକାଳେ ହ୍ୟୁମାନ୍ ରେଟେଡ୍ ସଲିଡ୍ ରକେଟ୍ ବୁଷ୍ଟର୍ (ଏଚେସ୍୨୦୦) ର ସଫଳ ପରୀକ୍ଷଣ କରିଛି | ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସକାଳ ୭:୨୦ରେ ଏହି ରକେଟ୍ ଉତକ୍ଷେପଣ କରାଯାଇଛି। ଗଗନାୟନ ଅଭିଯାନ ପାଇଁ

ଏମିତି ଏକ ମନ୍ଦିର ଯେଉଁଠି ପବନରେ ଝୁଲୁଛି ପଥର ସ୍ତମ୍ଭ

ଭାରତରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ଯାହାକି ଅନନ୍ୟ ବାସ୍ତୁକଳା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଦକ୍ଷିଣ ଭାରତରେ ମଧ୍ୟ ଅନେକ ରହସ୍ୟମୟ ମନ୍ଦିର ଅବସ୍ଥିତ। ଯାହା, ଲୋକଙ୍କ ବିଶ୍ୱାସର କେନ୍ଦ୍ର ହେବା ସହିତ ସାଧାରଣ ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି। ଏହିପରି ଏକ ମନ୍ଦିର ଆନ୍ଧ୍ରପ୍ରଦେଶର

ରାଜ୍ୟସଭା ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ । ଜୁନ୍‌ ୩ରେ ନାମାଙ୍କନ ଯାଞ୍ଚ କରାଯିବ ।